ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣାରେ ଜିଲ୍ଲା ପ୍ରଶାସନ ଦ୍ବାରା ଜରୁରୀକାଳୀନ ମକଡ୍ରିଲ ଅନୁଷ୍ଠିତ।

ଭବାନୀପାଟଣା ତା ୨୫.୧.୨୦୨୨ ରାସ୍ତାରେ ପେଟ୍ରୋଲ, ଡିଜେଲ୍ ,ଗ୍ୟାସ ଓ ରସାୟନ ବୋଝେଇ ଗାଡ଼ି ଦୁର୍ଘଟଣା ହୋଇ ଅଗ୍ନିକାଣ୍ଡ ହେଲେ କିପରି ଉଦ୍ଧାର କରାଯିବ ସେଥି ନିମନ୍ତେ ଏକ ଜରୁରୀ କାଳୀନ ମକଡ୍ରିଲ୍ କରାଯାଇଥିଲା। ଏଥିରେ ଅଗ୍ନିଶ୍ରମ ବାହିନୀର କର୍ମଚାରୀ,ସ୍ବାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସ, ପୋଲିସ ର ରେସ୍କ୍ୟୁ ଟିମ୍ ଭାଗ ନେଇ ଏକ ପେଟ୍ରୋଲ ଟ୍ୟାଙ୍କର ପାଖରେ ନିଆଁ ଲଗାଯାଇ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ମକଡ୍ରିଲ୍ର ଉଦ୍ଦେଶ୍ୟ ଦହନଶିଲ ପଦାର୍ଥ ନେଇ ଯାଉଥିବା ଗାଡ଼ି ଦୁର୍ଘଟନା ହେଲେ କିଭଳି ଗାଡ଼ି ଡ଼୍ରାଇଭରକୁ ତଥା ନିକଟ ରେ ଥିବା ଧନ ଜୀବନକୁ ସଙ୍ଗେ ସଙ୍ଗେ ରକ୍ଷା କରାଯାଇପାରିବ । ଏହି ସଭାରେ asst director factories and boilers ଶ୍ରୀ ଚନ୍ଦ୍ର ଶେଖର ବେହେରା ,ଡେପୁଟି ଡାଇରେକ୍ଟର ଫାକ୍ଟି ଏଣ୍ଡ ବଏଲର୍ସ ଶ୍ରୀ ସ୍ୱରୂପ ଜେନା, ଏମ. ଓ ଶ୍ରୀ ରାମ ମହାନ୍ତି, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଏ. ଏଫ୍. ଓ ଶ୍ରୀ ବିଶ୍ଵନାଥ ମୁଣ୍ଡା, ଡେପୁଟି କଲେକ୍ଟର ରେଭନ୍ୟୁ ଶ୍ରୀ ବିଜ୍ଞାନ କୁମ୍ବାର, ଜି. ଏମ, ଡି ଆଇ ସି ଶ୍ରୀ ଦୀପକ ଅଗ୍ରୱାଲ,ଆଞ୍ଚଳିକ ଅଧିକାରୀ ,pollution control board , Rayagada Sri prasanta kar, ଙ୍କ ସହ ବେଦାନ୍ତ ଆଲୁମିନା,upper indravati power station ,Bhawanipatna dairy ରୁ କର୍ମକର୍ତ୍ତା ଓ ନିରାପତ୍ତା ଅଧିକାରୀ ଯୋଗ ଦେଇଥିଲେ। ରାସ୍ତାରେ ଦୁର୍ଘଟଣା ଘଟିଲେ ଜିଲ୍ଲା ପ୍ରଶାସନ ଓ ନିକଟବର୍ତ୍ତୀ ଶିଳ୍ପ ଅନୁଷ୍ଠାନ ସହଯୋଗରେ କିପରି ସଙ୍କଟକୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ସମସ୍ତ district crisis group members ନିଜ ନିଜ ମତ ଦେଲେ । ଶେଷରେ ଡି ଆଇ ପି ଆର ଓ ଶ୍ରୀ ମନୋଜ ବେହେରା ଧନ୍ୟବାଦ୍ ଦେଇଥିଲେ । ମ ନି ସ

Related posts

ଧର୍ମଗଡ ରେ ବିଜେଡି ର ୨୫ତମ ପ୍ରତିଷ୍ଠା ଦିବସ 

masiha

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଶେଷ ଇଛା 

Sunil Chandra Nayak

ନବନିର୍ବାଚିତ ରାଷ୍ଟ୍ରପତି ଫଳା ଫଳକୁ ନେଇ ମୋଟଙ୍ଗା ମଣ୍ଡଳରେ ବିଜୟ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort