ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ଵେଛାଗ୍ରାହୀ ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୨୧/୧୧/୨୨- -ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିସନ (ଏସ ବି ଏମ )ଆରମ୍ଭରୁ ଆଜକୁ ୬/୭ ବର୍ଷ ହେବ ପ୍ରତେକ ଗ୍ରାମ ପଞ୍ଚାୟତରୁ ୧ ରୁ ୪ ଜଣକୁ ସରକାରଙ୍କ ନିୟମ ଅନୁସାରେ ନିଯୁକ୍ତି ମିଳିଥିଲା । ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକରୁ ୫ ଶହରୁ ଅଧିକ ପୁଅ ଝିଅକୁ ସ୍ଵେଛାଗ୍ରାହୀ(ମୋଟିଭେଟର )ଭାବରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିଥିଲା । ସେହି ପରିପ୍ରେକ୍ଷୀରେ ବାଲିଆପାଳ ବ୍ଲକର ସ୍ଵେଛାଗ୍ରାହୀ ମାନଙ୍କର ଏକ ବୈଠକ ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ସ୍ଵେଛାଗ୍ରାହୀ ସପନ କୁମାର ବାଗ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ସମସ୍ତ ସ୍ବେଛାଗ୍ରାହୀ ମାନେ ଉପସ୍ଥିତ ରହିଥିଲେ । ସ୍ୱଚ୍ଛ ଭାରତରେ ଗାଁ କୁ ଗାଁ, ଘର କୁ ଘର ଓ ସାହି କୁ ସାହି ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଉଥିଲେ ବାହାରେ ମଳତ୍ୟାଗ ନକରିବା ପାଇଁ । ଯେଉଁମାନେ ବାହାରେ ମଳତ୍ୟାଗ କରୁଥିଲେ ସେମାନଙ୍କୁ ବୁଝାସୁଝା କରି ସ୍ବଚ୍ଛ ଭାରତ ପାଇଖାନା ବ୍ଯବହାରରେ ଅଭ୍ଯସ୍ତ କରାଉଥିଲେ । ଏଥିପାଇଁ ଅନେକ ଲୋକଙ୍କ ଠାରୁ ଗାଳିମଧ୍ଯ ଶୁଣୁଥିଲେ । ହେଲେ ସ୍ଵେଛାଗ୍ରାହୀ ମାନଙ୍କୁ ସରକାର ଅଣଦେଖା କରୁଛନ୍ତି ବୋଲି ବୈଠକରେ ଆଲୋଚନା ହୋଇଥିଲା । ସ୍ୱଚ୍ଛ ଭାରତ ଯୋଜନାରେ ଜିଲ୍ଲା, ରାଜ୍ୟ ଓ ଦେଶ ବହୁତ ଆଗରେ କହି କହି ପୁରସ୍କାର ପାଉଛନ୍ତି ସରକାର । ସ୍ଵେଛାଗ୍ରାହୀ ମାନଙ୍କ ଆକସ୍ମିକ ବୁଧି, କୌଶଳ ଓ ପରିଶ୍ରମ ପାଇଁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ କାମ ଦେବାରେ ସମ୍ପୂର୍ଣ ବିଫଳ,କଥା କହୁଛନ୍ତି ଶହେ କୁଇଁଟାଲ କଥାଟି ହେଉଛି ପାଣିର ଗାର । ତାକୁ ଦେଉଛ ୟାକୁ ଦେଉଛ ଆମ ବେଳକୁ କାହିଁ ଆଖି ବୁଜି ପକାଉଛ । ସରକାର ସ୍ଵେଛାଗ୍ରାହୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ନଚେତ ଆଗାମୀ ଦିନରେ ରାଜରାସ୍ତା,ବ୍ଲକ ସମତେ ଜିଲ୍ଲାପାଳ ଓ ବିଧାନସଭା ଆଗରେ ବିକ୍ଷୋଭ ସହିତ ଧାରଣାରେ ବସିବେ ବୋଲି କହିଛନ୍ତି ଆୟୋଜିତ ବୈଠକରେ ସ୍ବେଚ୍ଛାଗ୍ରାହୀ ମାନେ ଆଲୋଚନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଫିରିଙ୍ଗିଆ ବିଲୁପଦର ଗ୍ରାମ ରେ ବଳଦ କିଣା କୁ ନେଇ ଗୁଳିମରା ଘଟଣା ମାମଲାରେ ୪ ଜଣ ଅଭିଯୁକ୍ତ କୁ ଗିରଫ କଲା ପୋଲିସ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା l l ପ୍ରୀତି ଉପହାର l l

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା  ଅବିନାଶୀ ଆତ୍ମା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort