ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ଦ୍ବିତୀୟ ବାର୍ଷିକୀ ଉପଲକ୍ଷେ ଆଭାସୀ ଆଲୋଚନାଚକ୍ର 

ରାଉରକେଲା/ ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ଦ୍ବିତୀୟ ବାର୍ଷିକୀ ଉପଲକ୍ଷେ ଆଭାସୀ ଆଲୋଚନା ଚକ୍ରରେ ଓଡିଶା ଓ ଝାଡଖଣ୍ଡର ଅନେକ ବୁଦ୍ଧିଜୀବୀ ଯୋଗଦେଇ ଅନୁଷ୍ଠାନ ଓ ଓଡିଆ ଭାଷାର ସ୍ଥିତି, ସୁରକ୍ଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଜଗତ କୁମାର ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି ଆଭାସୀ ଆଲୋଚନାଚକ୍ରରେ ଅନୁଷ୍ଠାନର ଦୁଇ ଜଣ ପ୍ରତିଷ୍ଠାତା ଟିଟିଲାଗଡର ସ୍ବର୍ଗତ ଡଃ ଅଜାମ୍ବର ମଲ୍ଲ ଏବଂ ଝାଡଖଣ୍ଡ ଝିଙ୍କପାନି ଚୋୟା ଗ୍ରାମର ବିଶିଷ୍ଟ ଭାଷା ପ୍ରେମୀ ସ୍ବର୍ଗତ ଦେବେନ୍ଦ୍ର ଦାସଙ୍କ ବିୟୋଗରେ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଆଲୋଚନାଚକ୍ର ରେ ଅତିଥି ଭାବେ ଜାମସେଦପୁର ୱାକର୍ସ କଲେଜର ଅଧ୍ୟକ୍ଷ ଡଃ ସତ୍ୟପ୍ରିୟ ମହାଳିକ, ବୁଦ୍ଧିଜୀବୀ ଡଃ ବାୟାମନୁ ଚର୍ଚ୍ଚି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକା ଡଃ ଶକୁନ୍ତଳା ବଳିଆରସିଂ, ଜାମସେଦପୁର ବିଛ୍ଛିନ୍ନାଙ୍ଚଳ ଗୌରବ ପ୍ରଦୀପ କୁମାର ଦାସ,କୋହ୍ଲାନ ବିଶ୍ବବିଦ୍ୟାଳୟର ପ୍ରଫେସର ଡଃ ମନୋଜ କୁମାର ମହାପାତ୍ର, ଜୟନ୍ତଗଡ ର ଅଧ୍ୟାପକ ବିପ୍ଳବୀ ସୁବାସ ବେହେରା, ରାଉରକେଲା ର କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ, ଅନୁଷ୍ଠାନର ପ୍ରତିଷ୍ଠାତା ରାଜନଗରର ବଂଶୀଧର ନାୟକ, ସହ ପ୍ରତିଷ୍ଠାତା ଚାଇଁବସାର ଇଂ ସୁଶାନ୍ତ କୁମାର ମହାରଣା ଓ ରୋହିତ କୁମାର ଦ୍ବିବେଦୀ, ସଢେଇକଳାର ସମାଜସେବୀ ହୀରାଲାଲ ଶତପଥୀ, ଅନୁଷ୍ଠାନର ସଭାପତି ରବୀନ କୁମାର ରଣା,ସଂପାଦକ ରାହୁଳ କୁମାର ଶତପଥୀ, ଜୟନ୍ତ କୁମାର ଦାସ, ବସନ୍ତ କୁମାର ଦାସ, ସୁଜୟ ଜେନା, ନିଶାନ୍ତ ସାହୁ, ସୁଶ୍ରୀ ଗଙ୍ଗା କାରୁଆ, ରାଧାକୃଷ୍ଣ ଜେନା, ଆଶୁତୋଷ ବେହେରା, ପୂର୍ଣ୍ଣଚନ୍ଦ୍ର ମହାକୁଡ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଓଡିଶାରୁ ଦୀର୍ଘ ୭୦ବର୍ଷ ପୂର୍ବରୁ ବିଚ୍ଛିନ୍ନ ହୋଇଥିବା ଓଡିଆ ଭାଷାଭାଷୀ ମାନଙ୍କର ଆର୍ଥିକ ଓ ସାଂସ୍କୃତିକ ବିପର୍ଯ୍ୟସ୍ତ ସଂପର୍କରେ ଆଲୋଚନା କରିଥିଲେ। ଏହା ସହ ଝାଡଖଣ୍ଡରେ ଥିବା ଓଡିଆଙ୍କ ଆର୍ଥିକ ବିକାଶକୁ ନେଇ ସର୍ଭେ, ଓଡିଆ ଭାଷାର ଉତ୍ପତ୍ତି ଓ ଇତିବୃତ୍ତି ସଂପର୍କରେ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ସାଂସ୍କୃତିକ ସମାବେଶ ଉପରେ ଗୁରୁତ୍ୱାରୋପ କରାଯାଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିଲା। ଶେଷରେ ସଢେଇକଳା ରାଜନଗରର ସଦସ୍ୟ ରୋହିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ।

Related posts

ଆପର ଜିଲ୍ଲା କର୍ମକର୍ତା ଓ ମିଶ୍ରଣ ପର୍ବ

ଆଜି ପବିତ୍ର ପିତୃପକ୍ଷ ଓ ମହାଳୟା ସବୁଠି ଶ୍ରାଦ୍ଧ , ତର୍ପଣ ଓ ପୂଜାର୍ଚ୍ଚନା

Sunil Chandra Nayak

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ଦେଶରେ ପ୍ରଥମ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort