ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ , ୭୩ ତମ ଗଣତନ୍ତ୍ର ଦିବସ ପାଳିତ

ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆଜି ୭୩ ତମ ସାଧାରଣ ତନ୍ତ୍ର ଦିବସ ସରକାର ଙ୍କର କୋରନା କଟକଣା ଯୋଗୁଁ ନିଢାମ୍ବର ପାଳନ ହୋଇଛି। ଏହି ମହାନ ଐତିହାସିକ ଦିବସର ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ଯୋଗ ଦେଇ ସକାଳ ୯ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ ସମୟରେ ଯେଉଁ କୋଭିଡ ଯୋଦ୍ଧା ମାନେ ନିଜ ଜୀବନ କୁ ବଳି ଦେଇଥିଲେ। ଏବଂ ଯେଉଁ କୋଭିଡ ଯୋଦ୍ଧା ମାନେ ଘର ପରିବାର ଛାଡି ନିଜ ଜୀବନକୁ ବାଜି ଲଗାଇ ଦେଶ ରାଜ୍ୟ ଜିଲ୍ଲା ପାଇଁ ମହାନ କରିଥିଲେ ସେହି ମୃତ ଯୋଦ୍ଧା ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ଅନ୍ୟ ଯୋଦ୍ଧା ମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ଜଣାଇଥିଲେ। ଏବଂ ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ କୁ ତିଳ ତିଳ କରି ଦେଶ ଓ ଜାତି ଉଦେଶ୍ୟ ରେ ଉତ୍ସର୍ଗ କରି ଯାଇଥିବା ଦେଶ ରାଜ୍ୟ ଓ କନ୍ଧମାଳ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ନିଜ କର୍ତ୍ତବ୍ୟ ମାଧ୍ୟମରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅଭିବାଦନ ମଞ୍ଚରେ ମାନ୍ୟବର ମୁଖ୍ୟ ଅତିଥି ଙ୍କ ସହିତ ଜିଲ୍ଲା ଉତ୍ସବ କମିଟି ସଭାପତି ତଥା ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ,ମଞ୍ଚ ନିକଟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ବିଶ୍ୱରଞ୍ଜନ ନାୟକ, ଉପ ଜିଲ୍ଲାପାଳ ଶେଷଦେଵ ମିଶ୍ର,ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସ ,ତହସିଲଦାର ଦିନମଣି ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବରେ ପୋଲିସ ବାହିନୀର ଦୁଇଟି ଦଳ ଏବଂ ପୋଲିସ ବ୍ୟାଣ୍ଡ ବାହିନୀର ଗୋଟିଏ ଦଳ ଅଂଶ ଗ୍ରହଣ କରିଥିଲେ। ରିଜର୍ଭ ପୋଲିସ ଇନିସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ଏବଂ ସରଜେଣ୍ଟ ପ୍ୟାରେଡ଼ କମାଣ୍ଡର ଓ ସହ କମାଣ୍ଡର ଭାବେ ପ୍ୟାରେଡ଼ ପରିଚାଳନା କରିଥିଲେ । ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିନାବ

Sunil Chandra Nayak

ସଫଳ ହେଲା ପ୍ରଶାସନର ଉଦ୍ୟମ

ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ସନ୍ତୋଶିନି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort