ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍, ରାଉରକେଲା ରେ ସାଧାରଣତନ୍ତ୍ର ଦିବସ ପାଳିତ 

ରାଉରକେଲା (କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ)   ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଆସୋସିଏସନ୍ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା,ସାଧାରଣ ସଂପାଦିକା ସଂଗୀତା ଜେନାଙ୍କ ଆବାହକତ୍ବ ଓ ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଶ୍ବ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଶାନ୍ତନୁ କୁସୁମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଳେ ସମ୍ମାନିତ ଅତିଥି ଭାବେ ଆରଏସପି ଅଫିସର ଆସୋସିଏସନ୍ ର ସଭାପତି ଅବକାଶ ମଲ୍ଲିକ, ପୂର୍ବତନ ମହାପ୍ରବନ୍ଧକ ନାରାୟଣ ପତି, ସମାଜସେବୀ ହରିହର ରାଉତରାୟ, ବରିଷ୍ଠ ସାମ୍ବାଦିକ ଡଃ ପୀତବାସ ମିଶ୍ର, ଜଟାଧାରି ମାଝୀ, ଓକିଲ ସଂଘ ସଭାପତି ରମେଶ ବଳ, ନିଟ୍ରା ର ଅଧ୍ୟକ୍ଷ ବିମଳ ବିଶି,ମାନବାଧିକାର କର୍ମୀ କୁମାର ବେହେରା ପ୍ରମୁଖ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅତିଥି ମାନେ କହିଥିଲେ ଯେ ସଂପ୍ରତି ଗଣତନ୍ତ୍ର କେତ ସୁଦୃଢ଼ ହୋଇଛି ତାହାସହ ତାଳ ଦେଇ ଗଣମାଧ୍ୟମ ବ୍ୟବସ୍ଥା କେତେ ସୁଦୃଢ ତାହା ସମୀକ୍ଷା କରିବା ଦରକାର। ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ହିସାବରେ ଦାୟିତ୍ୱ ନିର୍ବାହ କଲେ ତାହା ସମାଜକୁ ଉଚିତ ଦିଗଦର୍ଶନ ଦେଇପାରିବ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁନିଲ କାୟଲ, ଶୁଭ ପଟ୍ଟନାୟକ,ମନୋରଞ୍ଜନ ଦାଶ,ଡଃ ସୁବାସ ଲେଙ୍କା, ଗନ୍ଦୁର ଓରାମ, ରଞ୍ଜିତ ବୋଷ, ସନ୍ତୋଷ ସ୍ବାଇଁ, ଶିବଶରଣ ମିଶ୍ର, ଉମେଶ ସିଂ, ଜଗବନ୍ଧୁ ଗାୟନ,ଅକ୍ଷୟ ଧଳ,ଶରତଚନ୍ଦ୍ର ପଣ୍ଡା, ଜଗନ୍ନାଥ ମାହାତୋ, ବାବୁ ପରିଡା, ଭୋଳାନାଥ ପ୍ରଜାପତି, ସୁଶ୍ରୀ ବିଶ୍ବଜିତା ମହାପାତ୍ର, ସୁବାସ ଗୁପ୍ତା, ଇନ୍ଦ୍ର ମିସ୍ତ୍ରୀ, ପ୍ରବାଳରଂଜନ ବାରିକ,ଶୈଳେନ୍ଦ୍ର ସାହୁ, ସୁଶାନ୍ତ ଦାଶ,ସୁଦୀପ ଦେ,ପ୍ରକାଶ ପାଶୱାନ, ବିଦେଶୀ ନାୟକ, ରାଜଦୀପ ମହାନ୍ତି, ଦିଲ୍ଲୀପ ଶର୍ମା, ସୁନ୍ଦର କିଶାନ ସଂଗ୍ରାମ କେଶରୀ ନାୟକ,ସୁରଥ ବାରିକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ଶେଷରେ ସାଧାରଣ ସଂପାଦିକା ସଂଗୀତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସ୍ଥାନ ସଂରକ୍ଷଣକୁ ନେଇ ଅନୁସୂଚିତ ଜାତି ମଧ୍ୟରେ ଅସନ୍ତୋଷ

masiha

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort