ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ– ୨ ଠାରେ ବିଜେଡିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜିର ମିଶ୍ରମ ପର୍ବରେ ଜିଲ୍ଲା ସଭାପତି ମନୋଜ ମିଶ୍ର, ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ୪ ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଚିତରଞ୍ଜନ ବେହେରା, ମନୋଜ ଦୀପ ଏବଂ ଖଡିଆଳ ନଗର ସଭାପତି ଦିପକ ଖମାରୀ ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ଭୂଲିଆସିକୁଆଁ, ଭୋଜପୁର ଏବଂ ମାଣ୍ଡୋସିଲ ପଂଚାୟତର ଶତାଧୂକ କଂଗ୍ରେସ ଓ ବିଜେପିର କର୍ମୀ ବିଜେଡିରେ ଯୋଗଦାନ କରିଥିଲେ ।ଦଳପକ୍ଷରୁସମସ୍ତଙ୍କୁ ସ୍ବାଗତ କରାଯାଇଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post