ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା ଜିଲ୍ଲାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡ଼ା:ମ.ନି.ସ:- ରାୟଗଡା ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଶକ୍ତି,ଶିଳ୍ପ, ଅଣୁ କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ଯ ଶଙ୍କର ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ତାଙ୍କ ଅଭିଭାଷଣ ରେ କହିଥିଲେ ଗୁଣୁପୁର ଅଞ୍ଚଳର ସୌର ଆନ୍ଦୋଳନ,ଭୂଦାନ ଆନ୍ଦୋଳନ,ସ୍ବାଧୀନତା ସଂଗ୍ରାମୀ ଜନଜାତି ବର୍ଗର ସଂଗ୍ରାମୀଙ୍କ ଅବଦାନ, ବେଠିଆ ପ୍ରଥା ବିରୋଧରେ ସଂଗ୍ରାମରେ ରାୟଗଡାର ଅବଦାନ ଇତିହାସ ରେ ଲିପିବଦ୍ଧ ଭାବରେ ରହିବ। ସକାଳ ୮ ଘଣ୍ଟା ୩୦ ମନିଟ୍ ରେ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ପ୍ଯାରେଟ ଅଭିବାଦନ ଗ୍ରହଣ କରିଥିଲେ। ରାୟଗଡା ଜିଲ୍ଲା କିପରି ଏକ ଉନ୍ନତ ଜିଲ୍ଲାରେ ପରିଣତ ହୋଇପାରିବ ସେଥିପାଇଁ ଆମ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକତା ରହିଅଛି ବୋଲି ମନ୍ତ୍ରୀ କହିଥିଲେ।ଏହି ଅବସରରେ କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ଉହ୍ଲେଖନୀୟ ଅବଦାନ ଲାଗି ଜିଲ୍ଲାର ୭ଜଣ ସ୍ବାସ୍ଥ୍ୟ କର୍ମଚାରୀ ୭ଜଣ ଅଙ୍ଗନବାଡ଼ି କର୍ମୀ ଏବଂ ରାୟଗଡା ପୌର ପରିଷଦର ୫ ଜଣ କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଭାବେ ମନ୍ତ୍ରୀ ସମ୍ବଦ୍ଧିତ କରିଥିଲେ। ଏହି ଜିଲ୍ଳାସ୍ତରୀୟ କାର୍ଯ୍ଯ କ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ସମେତ୍ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ।ଏହି ସମସ୍ତ କାର୍ଯ୍ଯକ୍ରମ କୁ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ। ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ 

Related posts

ଲଡୁଗାଁ କଲେଜରେ ସମ୍ବିଧାନ ଦିବସ ପାଳନ

Sunil Chandra Nayak

Sunil Chandra Nayak

ଆଜାଦି କା ଅମୃତ ମହୋତ୍ସବ ସମାରୋହ ,ବ୍ଲକସ୍ତରୀୟ ବିଦ୍ୟାର୍ଥୀ ସମାବେଶ-୨୦୨୨

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort