ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

3 ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ଜିଲ୍ଲା ପ୍ରଶାସନ

ନୂଆପଡା ଜିଲ୍ଲା ସ୍ଥିତ ନୂଆପଡା ବ୍ଲକ ଅନ୍ତର୍ଗତ ସାରବଙ୍ଗ ଓ khutbanbhera ଗ୍ରାମ ପଞ୍ଚାୟତ ରେ ଏକ ୧୫ ବର୍ଷ ୧୬ ବର୍ଷ, ୧୬ ବର୍ଷ ୫ ମାସ ର ର ଝିଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ । ସାରବଙ୍ଗ ଓ khutbanbhera ଗ୍ରାମ ପଞ୍ଚାୟତ ୩ ଗୋଟି ଗ୍ରାମରେ ଫେବୃଆରୀ ମାସରେ ରେ ବିବାହ ହେବାକୁ ଯାଉଥିଲା, କିନ୍ତୁ ଝିଅ ର ବୟସ ହୋଇନଥିବା ଯୋଗୁ ଚାଇଲ୍ଡଲାଇନ ର ସଚେତନତା କାର୍ଯ୍ୟ କର୍ମ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଉକ୍ତ ଝିଅ ମାନଙ୍କୁ ବୟସ ହୋଇ ନ ଥିବା ଯୋଗୁ ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନ ର ମିଳିତ ଆନୁକୁଲ୍ୟ ରେ ଉକ୍ତ ଗ୍ରାମମ ମାନଙ୍କୁ ଯାଇ ପରିବାର ସଦସ୍ୟ, ଭାଦ୍ର ବ୍ୟକ୍ତି, କନ୍ୟା ପକ୍ଷ ଓ ବାର ପକ୍ଷ୍ୟ ଙ୍କୁ ବାଲ୍ୟ ବିବାହ ଆଇନ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହ ର କୁ ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରଯାଇଥିଲା । ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, counselor ହୋସନା ଅକ୍ତରୀ ସଦସ୍ୟା ଡିଗେଶ୍ବରୀ ସାହୁ ଏବଂନୂଆପଡା ସମନିତ ଶିଶୁବିକାଶପ୍ରକଳ୍ପଅଧିକାରୀ( CMPO)ଶାନ୍ତା ବାରିକ ଉପସ୍ଥିତ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି, ଆଶା କର୍ମୀ, ବିବାହ ହେବାକୁ ଥିବା କନ୍ୟା ପକ୍ଷ ର ଘର ପ୍ରାଙ୍ଗଣରେ ବସି ଭଦ୍ରବ୍ୟାକ୍ତି ଙ୍କ ଉପସ୍ଥିତ ରେ ପରିବାର ଙ୍କୁ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହ ର କୁ ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରଯାଇଥିଲା । ସଚେତନ କଲାପରେ ବାଲ୍ୟ ବିବାହ କୁ ଅଟକା ଯାଇଥିଲା । ତତପରେ ଚୁକ୍ତିନାମା ରେ ସ୍ବାକ୍ଷର କରାଇବା ସହ ବାହାଘର କୁ ଅଟକାଇଲେ ଉକ୍ତ ନା ବାଳିକା ଙ୍କ ର କୌଣସି ଯନ୍ତ୍ର ସୁରକ୍ଷା ରେ ଅବହେଳା ନ କରନ୍ତି ସେଥିପାଇଁ ମଧ୍ୟ ପରିବାର ଲୋକ ଙ୍କୁ ସଚେତନ କରାଯାଇଥିଲା । ଯେଉଁ ପର୍ଯ୍ୟନ୍ତ ଉକ୍ତ ନାବାଳିକାକୁ ୧୮ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ଉକ୍ତ ନା ବାଳିକାର ବିବାହ ନକରିବାକୁ କନ୍ୟା ପକ୍ଷ ଲିଖୁତ ଆକାର ରେ ଦେଇଛନ୍ତି । ଉକ୍ତ ନିଷ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ଯ ରାଜି ହୋଇଛନ୍ତି। ଉକ୍ତ ୩ ଗୋଟି ନା ବାଳିକା ଙ୍କୁ ଶିଶୁ ମଙ୍ଗଳ ସମିତି ର ସଦସ୍ୟ କୁମୁଦ କୁମାର ହୋତା ଙ୍କ ନିକଟରେ ଅକ୍ସାଇଇନ ହଜାର କରଯାଇଥିଲା ।ଉକ୍ତ ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, counselor ହୋସନା ଅକ୍ତରୀ, ସଦସ୍ୟା ଡିଗେଶ୍ବରୀ ସାହୁ ଏବଂନୂଆପଡା ସମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ( CMPO)ଶାନ୍ତା ବାରିକ ଅଙ୍ଗନ୍‌ଡି କର୍ମୀ ଓ ଆଶା କର୍ମୀ ଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭୋଜି ଭାତ ମନା , ପ୍ରଶାସନ ସିଲ କଲେ

masiha

କଂଗ୍ରେସ ପକ୍ଷରୁ ଗୁଡ଼ାରୀ ବିଜ୍ଞାପତ ଅଂଚଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

Sunil Chandra Nayak

ଗୋଲାମୁଣ୍ଡା ବିଜୁ ଏକ୍ସପ୍ରେସ 4ୱେ ଠାରେ ସଡ଼କ ଦୁର୍ଘଟଣା.

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort