ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଞ୍ଚଳଗୁମ୍ମା ରୁ ଉଦଘାଟିତ ହେଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଧାନ ମଣ୍ଡି

ତେନ୍ତୁଳିିଖୁଣ୍ଟି, ୧୦/୧୨ /୨୨ : – ତେନ୍ତୁଳିଖୁଣ୍ଟି ବ୍ଳକର ଅଞ୍ଚଳଗୁମା ଠାରୁ ବ୍ଲକ ର ଧାନ ମଣ୍ଡି ଉଦଘାଟିତ ହୋଇଛିିି। ଅଞ୍ଚଳଗୁମ୍ମା ଲ୍ୟାମ୍ପ ତରଫରୁ କାର୍ଯ୍ୟଳୟ ସମ୍ମୁଖରେ ଧାନମଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମ କରାଯାଇଛି। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୂଖ୍ୟ ଅତିଥି ,ପଂଚାୟତ ସମିତି ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଲ୍ୟାମ୍ପ ସଭାପତି ଦିଲିପ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଲା ପରିଷଦ ସଭ୍ୟା କୃଷ୍ଣମଞ୍ଜୁରୀ ବିଷୋୟୀ, ଲ୍ୟାମ୍ପର ଏମଡି ସୁଶୀଲ ମହାପାତ୍ର, ପଂଚାୟତ ସମିତି ଭାଇଶ ଚେୟାରମ୍ୟାନ ରାଜେନ୍ଦ୍ର ବିଷୋୟୀ ପ୍ରମୁଖ ଙ୍କ ଉପସ୍ଥିତିରେ ମଣ୍ଡି ଉଦଘାଟିତ ହୋଇଛି। ସୁବ୍ରତ ଚଉଧୁରୀ, ରାମ ବିଷୋୟୀ, ଶିଵ ବିଷୋୟୀ, ଜଗନ୍ନାଥ ତ୍ରିପାଠୀ, ସୁଧାଂଶୁ ବିଶୋଇ ସହ ଲ୍ୟାମ୍ପର ସମସ୍ତ ଡାଇରେକ୍ଟରଙ୍କ ଧାନମଣ୍ଡି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।। ଅଞ୍ଚଳଗୁମ୍ମା ଲ୍ୟାମ୍ପ ଅଧୀନରେ ଚାରୋଟି ପି ପି ସି ରହିଥିବାବେଳେ 2265 ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ପାତ୍ରପୁଟ ,କଂଙ୍ଗ୍ରା ,ଅଞ୍ଚଳଗୁମ୍ମା ,ଓ ପାତ୍ରପୁଟ ଠାରେ ଧାନ ଚାଷୀଙ୍କ ଠାରୁ ସଂଗ୍ରହ ହେବ। ଏହି ସମୟରେ ଉପସ୍ଥିତ ଥିବା ଚାଷୀମାନେ ଚାଷୀଙ୍କ ବସ୍ତା ପଇସା ଫେରାଇବା ଏବଂ କଟନୀ ଛଟନୀ ନକରିବାକୁ କହିଥିଲେ। ଧାନ ମଣ୍ଡି କୁ ଆଣି ନିଜ କଷ୍ଟ ଉପାର୍ଜିତ ଧାନ  କୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ନାହିଁ ଏପରି କି ଓଜନ ହୋଇ ମିଲର ନେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରତୀକ୍ଷା ବ୍ୟବସ୍ଥା ରହୁନି କି ପାଖରେ ଖାଦ୍ୟ ପାନୀୟ ବ୍ୟବସ୍ଥା ରହୁନି ବୋଲି କିଛି ଚାଷୀ ଅଭିଯୋଗ କରିଥିଲେ।ବସ୍ତା ବାବଦ ରେ ବିଧାୟକ ମିଲରକୁ ପଚାରିଲେ କୌଣସି ମିଲର ଉତ୍ତର ଦେଇପାରି ନଥିଲେ। ବିଧାୟକ ଏହି ବିଷୟରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଜଣେଇବେ ବୋଲି କହିଛନ୍ତି। ଦେଖାଯାଉ କେବେଠାରୁ ଧାନ ମଣ୍ଡି ଉତ୍ତମ ପରିବେଶ ତଥା ଚାଷୀ ଙ୍କ ସୁବିଧା ଦେଇ କ୍ରୟ କରିବ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

କବିତା ଦାଶ ଙ୍କ କବିତା ନିରିମାଖି ଝିଅ 

Sunil Chandra Nayak

ରିଖୀରାମ ମେହେର ଙ୍କ କବିତା ସ୍ବପ୍ନ ଥିଲା ପ୍ରିୟା ପାଇଁ

ବନ୍ଯାଦାଉରୁ ରକ୍ଷା ପାଇବା ପାଇଁ ଆଡିବନ୍ଧ ନଦୀ କୂଳରେ ନିର୍ମାଣ କରିବା ନେଇ ଗ୍ରାମବାସୀଙ୍କ ଏକ ବୈଠକ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort