ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷୀୟାନ ସାହିତ୍ୟିକ ସୁରେଶ ଚନ୍ଦ୍ର ନେଗୀ ଙ୍କ ପରଲୋକ

ଧର୍ମଗଡ -୩୦/୧/୨୨ବର୍ଷୀୟାନ ସାହିତ୍ୟିକ, ସୁସଂଗଠକ, ବିଶିଷ୍ଟ ଶିକ୍ଷାବିତ ତଥା ଧର୍ମଗଡ଼ ସାହିତ୍ୟ ସଂସଦର ବୟୋଜ୍ୟେଷ୍ଠ ସଦସ୍ୟ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ନେଗୀ ୮୩ ବର୍ଷ ବୟସରେ ଆଜି ଅପରାହ୍ନ ୩.୧୫ ସମୟରେ ରେ ପରଲୋକ ହୋଇ ଯାଇଛି । ସେ ଜଣେ ସୁସାହିତ୍ୟିକ, ନାଟ୍ୟ ନିର୍ଦ୍ଦେଶକ ଥିଲେ । ଶିକ୍ଷା ପ୍ରତି ତାଙ୍କର ଯଥେଷ୍ଟ ଅନୁରାଗ ରହିଥିଲା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଉଚ୍ଚବିଦ୍ୟାଳୟ ର ସେ ପ୍ରଥମ ପ୍ରଧାନ ଶିକ୍ଷକ ରହିବାସହ ଧର୍ମଗଡ ଉଚ୍ଚବିଦ୍ୟାଳୟ ରେ ଦଶନ୍ଧିଧରି ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ପରେପରେ ଭାରତୀୟ ଜୀବନବୀମା ସହ ଯୋଡ଼ି ହୋଇ ଶାଖା ପରିଚାଳକ ଭାବେ ଶେଷଯାଏଁ କାର୍ଯ୍ଯକରି ଅବସର ଗ୍ରହଣ କରିଥିଲେ । ରାଉରକେଲା ରେ ଶାଖା ପରିଚାଳକ ଥିବା ସମୟ ରେ ସେଠାର ଥିବା ସମସ୍ତ କଳାହାଣ୍ଡିଆ ଙ୍କୁ ନେଇ କଳାହାଣ୍ଡି ସଙ୍ଗଠନ ଗଠନ କରି ସାଂସ୍କୃତିକ ଭାବ ବିନିମୟ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସତୁରୀ ଦଶକ ରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ତାଙ୍କର ଉଦ୍ୟମ ବେଶ ପ୍ରଶଂସନୀୟ । ଗୋଲାମୁଣ୍ଡା ଭଳି ଉପାନ୍ତ ବ୍ଲକ ର ଶୋଷିଆ ଭଳି ନିପଟ ମଫସଲ ଗାଁ ରେ ମଧ୍ୟ ଇଂରାଜି ବିଦ୍ୟାଳୟ ଏବଂ ଦ୍ବାରିକାନାଥ ଉଚ୍ଚ ବିଦ୍ୟାପୀଠ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବୟସର ଉତ୍ତରାୟଣରେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ ଅନୁରାଗ ଓ ପଠନ ରୁଚି ସମସ୍ତଙ୍କୁ ବିସ୍ମିତ କରିଥାଏ । ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ସେ ଧର୍ମଗଡ ସାହିତ୍ୟ ସଂସଦ ର ଜଣେ ସକ୍ରିୟ ସଦସ୍ୟ ରହିବା ସହ ଯୁବ ସାହିତ୍ୟିକ ଙ୍କ ପାଇଁ ପ୍ରେରଣା ର ଉତ୍ସ ଥିଲେ। ବିଶିଷ୍ଟ ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ, ଜନ୍ମେଜୟ ପାତ୍ର, ପ୍ରଫେସର ସତ୍ୟ ପଟ୍ଟନାୟକ, ସାହିତ୍ୟ ସଂସଦ ରୁ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ରାଜେଶ ମୁଣ୍ଡ, ଶାନ୍ତନୁ କୁମାର ପରିଡ଼ା, ଗାଳ୍ପିକ ମୋହନ ଚରଣ ବିଶି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ତାଙ୍କ ନିଜ ଗ୍ରାମ ଶୋଷିଆ ଠାରେ ଶେଷକୃତ୍ଵ ସଂପନ୍ନ ହୋଇ ଥିଲା । କନିଷ୍ଠ ପୁତ୍ର ଆଶିଷ କୁମାର ନେଗୀ ମୁଖାଗ୍ନୀ ଦେଇ ଥିବା ବେଳେ ମର ଶରୀର ନିକଟରେ ତାଙ୍କ ପୁଅ ଅବସର ପ୍ରାପ୍ତ ଚିକିତ୍ସାଧିକାରୀ ଡା. ଅଜିତ ନେଗି, ଶିକ୍ଷକ ଜୀବନ ଜ୍ୟୋତି ନେଗୀ, ପରମ ଜ୍ୟୋତି ନେଗୀ, ପୁତ୍ର ବଧୁ, ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

Sunil Chandra Nayak

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ , ପ୍ରସାଶନିକ ତଦାରଖ ଅଭାବରୁ ନିମ୍ନ ମାନର ଅଭିଯୋଗ 

Sunil Chandra Nayak

ଚେତନାର ଅଭିଯାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort