ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡି କାର୍ଯ୍ୟାଳୟ ଉଦଘାଟିତ

ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ଗ୍ରାମର କେନାଲ ପାର୍ଶ୍ବରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ରବିବାର ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଫିତା କାଟି କାର୍ଯ୍ୟାଳୟର ଶୁଭ ଉଦ୍ ଘାଟନ କରିଥିଲେ । ଏହି ଅବସରରେ ନୂଆପଡା ଜିଲ୍ଲାରେ କିପରି ବିଜେଡି ଅଧିକରୁ ଅଧିକ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିପାରିବ ସେ ଉପରେ ଜୋର ଦେଇଥିଲେ । ଏହି ଉଦ୍‌ଘାଟନ ସମୟରେ ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ପ୍ରାର୍ଥୀ ଚିତରଞ୍ଜନ ବେହେରା, ପୂର୍ବତନ ଖଡିଆଳ ନଗରପାଳ ଖୁଲଣା ବେହେରା, ଦୀପକ ଖମାରୀ, ପୁଷ୍ପାଞ୍ଜଳୀ ପାଣ୍ଡେଙ୍କ ସମେତ ଶତାଧୀକ ବିଜେଡି କର୍ମକ । ଯୋଗଦାନ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

 ଲତା ବେହେରା ଙ୍କ କବିତା କାଉଡି ବାଲା 

Sunil Chandra Nayak

ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ

Sunil Chandra Nayak

ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ଏବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort