ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାସନର ବେପାରୁଆ ମନୋଭାବ, ଦୁଇ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ବ୍ରୀଜ ଅଚଳ

ନୂଆପଡା : ଗ୍ରାମାଂଚଳର ଲୋକଙ୍କ ଗମନାଗମନ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ସହ ବ୍ରିଜ ନିର୍ମାଣ କରୁଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅଂଚଳପୁର-ଡୁଆଝର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ଡଙ୍କସର ନାଲା ଉପରେ ଦୀର୍ଘବର୍ଷ ହେବ ବ୍ରିଜ ନିର୍ମାଣ ହୋଇ ସାରିଥିଲେ ହେଁ ଦୁଇ ପାର୍ଶ୍ଵରେ ଏପ୍ରୋଚ ରାସ୍ତା ଏଯାଏଁ ନିର୍ମାଣ ହୋଇପାରିନଥିବାରୁ ସ୍ଥାନୀୟ ଲୋକମାନେ ଯିବାଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ ପାଇଁ ସ୍ଥାନିୟ ଲୋକମାନେ ବାରମ୍ବାର ପ୍ରଶାସନକୁ ଜଣେଇ ଆସୁଛି । ହେଲେ ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାରୁ ସ୍ଥାନିୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଢଙ୍ଗସର ଗାଁ ହେଉଛି ଏକ ଆଦିବାସୀ ବହୁଳ ଗାଁ ଅଟେ । ଏହି ଜଙ୍କସର ଗାଁରେ ତିନି ହଜାରରୁ ଉର୍ଦ୍ଧ୍ବ ଜନବସତି ରହିଛି । ଏହି ଗାଁର ଲୋକମାନେ ମୁଖ୍ୟତଃ ଧାନ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ବଙ୍ଗସର ଗାଁର ଅନ୍ୟ ପଟେ ସୁନ୍ଦର ନଦୀର ଏକ ଶାଖା ନାଲା ରହିଛି । ଡଙ୍ଗସର ନଦୀଟି ସୁନ୍ଦର ନଦୀର ଶାଖା ନାଳା ହୋଇଥିବାରୁ ବର୍ଷ ତମାମ ନାଳରେ ଜଳ ପ୍ରବାହିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡଙ୍କସର ନାଲା ଉପରେ ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି । ହେଲେ ବ୍ରିଜର ଦୁଇପାର୍ଶ୍ଵରେ ଏପ୍ରୋଚ ରାସ୍ତା ଏଯାଏଁ ନିର୍ମାଣ ହୋଇପାରିନାହିଁ । ଯାଫଳରେ ବିପଦ ସଂକୁଳ ଅବସ୍ଥାରେ ସ୍ଥାନିୟ ଲୋକମାନେ ବାଧ୍ୟ ହୋଇ ନାଳା ହୁଡା ଦେଇ କାଦୁଅ ସରସରରେ ସିବା ଆସିବା କରି ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବର୍ଷା ମାସରେ ପ୍ରତିଦିନ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ଯାତାୟତ କରୁଥିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସେହି ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଗେଗୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଏହିଠାକୁ ଗାଡିଟିଏ ଡାକିଲେ ମଧ୍ୟ ବର୍ଷା ମାସରେ ଗାଁକୁ ପହଂଚି ପାରେନାହିଁ । ବ୍ରିଜର ଦୁଇ ପାର୍ଶ୍ବରେ ରାସ୍ତା ନିର୍ମାଣ ପାଇଁ ସ୍ଥାନିୟ ଲୋକମାନେ ବାରମ୍ବାର ଜିଲ୍ଲା ପ୍ରଶାସନଠାରୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀକୁ ଲିଖିତ ଜଣେଇ ଆସୁଛି । ହେଲେ ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାରୁ ସ୍ଥାନିୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛଛି । ଗତ ୩ ବର୍ଷ ତଳେ ଢଙ୍କ ସର ନଳା ଉପରେ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ କି ସାର୍କା ଯୋଜନା ରେ ୨କୋଟି ୧୨ଲକ୍ଷ ୬୫ହଜାର ଟଙ୍କାରେ ପୋଲ ନିର୍ମାଣ କାମ ଶେଷ ହୋଇ ସାରିଛି । ହେଲେ ଖଡ଼ିଆକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଜମି ଅଧିଗ୍ରହଣ ହୋଇ ପାରିନଥିବାରୁ ଏଯାଏଁ ବ୍ରିଟର ଉଭୟ ପାର୍ଶ୍ଵରେ ନୂତନ ରାସ୍ତା ନିର୍ମାଣ ହୋଇ ପାରିନଥିବା ସ୍ଥାନିୟ ଲୋକମାନେ ଅଭିଯୋଗ କରିଛି । ଏନେଇ ସ୍ଥାନିୟ ଲୋକମାନେ ଜିଲ୍ଲା ପ୍ରଶାସନଠାରୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀକୁ ଲିଖିତ ଭାବେ ଜଣେଇବା ସହ ବ୍ରିକର ଉଭୟ ପାର୍ଶ୍ଵରେ ତୁରନ୍ତ ନୂତନ ରାସ୍ତା ନିର୍ମାଣ କରିବାକୁ ବକସର ଗ୍ରାମବାସୀ ଦାବି କରିଛନ୍ତି । ଅପରପକ୍ଷେ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜମି ଅଧିଗ୍ରହଣ ହେବା ପରେ ଖୁବ ସିଘ୍ର ଇସ୍ତା ନିର୍ମାଣ କାମ ଆଗମ୍ଭ କରାଯିବ ବୋଲି କହିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବଇଁଶୀ ବାଜୁନି ଆଉ କୁଞ୍ଜରେ

Sunil Chandra Nayak

ଗୋଳାମୁଣ୍ଡା ଠାରେ ସରପଞ୍ଚ ସଂଘର ଦ୍ବିତୀୟ ବୈଠକ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort