ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଚିଆପଞ୍ଚାୟତ ରେ ଆବସ ଯୋଜନାରେ ପାତର ଅନ୍ତର

ଗୋଳାମୁଣ୍ଡା/ମସିହା/ ପ୍ରକୁତଗରୀବ ହିତାଧିକାରୀଙ୍କୁ ଆବସ ଗୃହ ଯୋଗାଇବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରକୋଟି କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ହେଲେ କେତେକ କୁଚକ୍ରାନ୍ତି ରାଜନୀତିଆ ଓ ପଞ୍ଚାୟତ କର୍ମଚାରୀ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ଅଧିକାଂଶ ନିରୀହ ଗରୀବ ପରିବାରଘର ପାଇବାରେ ବାଦପଡିଛନ୍ତି, ଏଭଳି ଏକ ଘଟଣା ଉପରେ ଚିତ୍ର ଦେଖିବାକୁ ମିଳୁଛି ଗୋଳାମୁଣ୍ଡା ବ୍ଲକ ସ୍ଥିତ ଚିଚିଆ ପଞ୍ଚାୟତର ସାରସଗୁଡା ମାଷ୍ଟ୍ରପଡାର ଦୁଇ ପରିବାର ଭଙ୍ଗା ଦଦରା କୁଡ଼ିଆରେ ବର୍ଷା, ଖରା ଓ ଶୀତରେ ଦିନ ବିତାଉଛନ୍ତି, ମୁଖ୍ୟତୋ ବର୍ଷା ମାସରେ ଘରରେ ଆଣ୍ଠୁଏ ପାଣି ଜମିଯିବାରୁ ଛୁଆ ପିଲାମାନେ ବହୁ କଷ୍ଟରେ ରାତ୍ରି ଉଜାଗର ରହି କାଟିବାକୁ ପଡେ ଏବଂ ଯିବା ଆସିବା ପାଇଁ ରାସ୍ତା ମଧ୍ୟ ଅସୁବିଧା ହେତୁ ପଞ୍ଚାୟତରେ ଅନେକ ଥର ଘର ଯୋଗାଇ ଦେବାକୁ ଓ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଥିଲେମଧ୍ୟ କୌଣସି ଅନୁରୋଧ ଶୁଣିଲେ ନାହିଁ ବୋଲି ଅଭିଯୋଗ କରିଥିଲେଦୁଇ ମହିଳା, ମୋର ନାମରେ ଆସି ଥିବା ଘରକୁ ଅନ୍ୟ ଲୋକଙ୍କୁ ଘରଦେଲେ ବୋଲିଅଭିଯୋଗ କରିଛନ୍ତି ଦୁଇଜଣ ମହିଳା କସ୍ତୁରୀ ଅଘରିଆ ଏବଂଗୁରବାରି ଅଘରିଆ କହିଛନ୍ତି,ଆସନ୍ତୁ ଶୁଣିବା ସମାଜ ସେବୀ ରାମକୁମାର ସେନାପତି ଙ୍କ ଠାରେତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି , ପ୍ରକୁତରେ ଚିଚିଆ ପଞ୍ଚାୟତରେ ଅଧିକାଂଶ ଗରୀବ ଲୋକେଘର ପାଇଁ ହନ୍ତସନ୍ତହେଉ ଥିବା ବେଳେ ଥିଲା ଵାଲା ଲୋକେ ସରକାରୀ ଘର ପାଇ ଦୁଇ ଷ୍ଟାରପକ୍କାଘର ତିଆରି କରି ନିରୀହ ଗରିବଙ୍କୁ ବାଦପକାଇଛନ୍ତି ବୋଲି ସ୍ଥାନୀୟ ଜନସାଧାରଣରେ ଦାବି କରିଛନ୍ତି,ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ୍,

Related posts

ଭିକ୍ଟୋରିୟା ରୁପା ଟଙ୍କା କୁ ନେଇ ମୂଲଚଲ ଓ ଅପହରଣ

Sunil Chandra Nayak

କବିତା – କୁହୁଡି ବସା

Sunil Chandra Nayak

୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort