ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିକିତ୍ସାରେ ବାଧକ ସାଜିଛି ଅର୍ଥ,ବିକଳାଙ୍ଗ ଜୀବନରେ ଦିନ କାଟୁଛନ୍ତି ଶିବାନୀ

ଥୁଆମୂଳ ରାମପୁର: /କଲମପୁର  – ମ,ସି,ହା:– କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ପଞ୍ଚାୟତ ଭାଟିଗାଁର ଜନୈକ ବରୁଣ ଝାଙ୍କର ଓ ଅରୁଣୀ ଝାଙ୍କର ଙ୍କ ଏକ ମାତ୍ର ଝିଅ ଶିବାନୀ ଝାଙ୍କର (୧୨) ତାଙ୍କ ବର୍ତ୍ତମାନ ୧୨ ବର୍ଷ ହୋଇଛି, ବାପା ବରୁଣ ଝାଙ୍କର ମାଁ ଅରୁଣୀ ଝାଙ୍କର ଝିଅକୁ ଲାଳନ ପାଳନ ସହ ବଡ କରି ପାଠ ପଢେଇବା ପାଇଁ ସ୍କୁଲରେ ନାମ ମଧ୍ୟ ଲେଖାଇ ଥିଲେ । ଶିବାନୀ ଦ୍ଵିତୀୟ ରୁ ତୃତୀୟ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଥିବାବେଳେ ତାଙ୍କ ଜୀବନରେ ମାଡିଆସିଲା କଳାବାଦଲ ଛାଇ । ବାପା ମାଁ ଝିଅକୁ ନେଇ କେତେ ସ୍ବପ୍ନ ଦେଖିଥିଲେ ଏକ ମାତ୍ର ଝିଅ ଶିବାନୀକୁ ପାଠ ପଢାଇ ବଡ ମଣିଷ କରି ଦୁନିଆରେ ବହୁତ ଭଲରେ ବଞ୍ଚିବା ନେଇ ଆଶା ରଖିଥିଲେ। କିନ୍ତୁ ସେସବୁ ଆଶା ଓ ସ୍ବପ୍ନ ଏକ ଥରକେ ଧୂଳିସାତ ହୋଇଗଲା,ଝିଅ ଶିବାନୀ କୁ ସେତେ ବେଳେ ମାତ୍ର ୭ ବର୍ଷ ହୋଇଥିଲା ସେହି ସମୟରେ ସେ ଏକ ଅଜଣା ରୋଗରେ ପୀଡିତ ହୋଇଗଲା। ବାପା ମାଁ ଝିଅର ଏହି ଅବସ୍ଥାରେ ବିଚଳିତ ହୋଇ ପଡିଥିଲେ। କିପରି ଭାବରେ ସ୍ୱାସ୍ଥ୍ୟରେ ଉନ୍ନତି କରିବୁ ସେନେଇ ଚିନ୍ତିତ ଅଛନ୍ତି। ଝିଅକୁ ପ୍ରଥମେ ନିକଟସ୍ଥ କଲମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଥିଲେ । ଡାକ୍ତର ଚିକିତ୍ସା କରିବା ସହ ଔଷଧ ବ୍ଯବହାର କରିବା ପାଇଁ ଔଷଧ ଦିଆଯାଇଛି। ହେଲେ ମଧ୍ୟ ସ୍ବାସ୍ଥ୍ୟ ବସ୍ଥାରେ ଉନ୍ନତି ହୋଇପାରିଲା ନାହିଁ । ତାର ପରବର୍ତ୍ତୀ ସମୟରେ ଧର୍ମଗଡ଼ ସରକାରୀ ଡାକ୍ତରଖାନା , ଭବାନୀପାଟଣା ସରକାରୀଡାକ୍ତର ଖାନାରେ ଚିକିତ୍ସା କରାଇଥିଲେ। ହେଲେ ମଧ୍ୟ ତାହାର କୌଣସି ସୁଫଳ ମିଳି ପାରିଲା ନାହିଁ।ଏହାକୁ ଦୃଷ୍ଟିରେ ରଖି ବାପାମାଁ ଶିବାନୀକୁ ଏସସିବି ମେଡିକାଲ କଲେଜ କଟକ କୁ ନିଆଗଲା ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ।କଟକ ଠାରେ ଏକ୍ସରେ ଏବଂ ପେଥୋଲୋଜି ଠାରେ ବିଭିନ୍ନ ପରୀକ୍ଷା ମଧ୍ୟ କରାଇଥିଲେ । ପ୍ରାୟ ଏକମାସ କାଳ ଶିବାନୀର ଚିକିତ୍ସା କରାଯାଇଥିଲା। ତଥାପି ଶିବାନୀର ଦେହାବସ୍ଥାରେ ଚିକିତ୍ସାରେ ପରିବର୍ତ୍ତନ ହୋଇପାରିଲା ନାହିଁ। ଧୀରେ ଧୀରେ ଶିବାନୀ ବିଛଣାରେ ପଡିରହି ଛଟପଟ ହୋଇ ଶେଷରେ ବିଛଣାରେ ପରିସ୍ରା କରିବା ଆରମ୍ଭ କରିଥିଲା। ବିଛଣାରେ ପରିସ୍ରା ଜମାହୋଇ ଶେଷରେ ଶିବାନିର ଅଣ୍ଟାରେ ଘା ହେବା ଆରମ୍ଭ ହୋଇଥିଲା। ଏହା ଫଳରେ ଶିବାନୀର ଅଣ୍ଟାରେ ଗଭୀର ଯନ୍ତ୍ରଣା ହେଲା ଅଣ୍ଟାର ଘା ଧୀରେଧୀରେ ବଢିବାରେ ଲାଗିଲା। ଶେଷରେ କଟକ ମେଡିକାଲରେ ଚିକିତ୍ସା କରୁଥିବା ଡାକ୍ତର ବେଡ଼ସୋର ହୋଇଥିବା ବିଷୟ ବାପା ଏବଂ ମାଁ କୁ କହିଥିବା ବାପା ମାଁ ପ୍ରକାଶ କରିଛନ୍ତି। ବାପା ବରୁଣ ଗରିବ ଲୋକ ସେ କୁଳିମଜୁରୀ କଲେ ହିଁ ତିନି ପ୍ରାଣୀଙ୍କ ଚୁଲି ଜଳେ ଓଳେ ଖାଇଲେ ଓଳିଏ ଉପାସରେ ରହୁଛନ୍ତି ସେହି ପରିପ୍ରେକ୍ଷୀରେ ଋଣ କରଜ ଏବଂ ଘରେ ଯାହାଥିବା ସୁନା ଗହଣା ବିକ୍ରୟ କରି ଏକ ମାତ୍ରଝିଅ ଶିବାନୀକୁ ନେଇ ଚିକିତ୍ସା କରାଇଥିଲେ।ବର୍ତ୍ତମାନ ପ୍ରାୟ ୫ ବର୍ଷ ହେବ ଶିବାନୀ ଚାଲିନପାରି ବିକଳାଙ୍ଗ ଅବସ୍ଥାରେ ପଡିରହିଛନ୍ତି।ସେ ତଳେ ଗୁରୁଣ୍ଡି ଗୁରୁଣ୍ଡି ରହି ବହୁତ ଦହନୀୟ ଜୀବନ ଯାପନ କରୁଛି। ଏକ ମାତ୍ର ଝିଅକୁ ବାପାମାଁ ଘରେ ଛାଡି କୁଳି ମଜୁରୀ କରିବା ପାଇଁ ଯାଇପାରୁ ନାହାନ୍ତି। ଝିଅର ଏହି ଅବସ୍ଥା ଦେଖି ବାପା ମାଁ ଭାଙ୍ଗିପଡୁଛନ୍ତି।ଏହି ଗରିବ ଝିଅ ଶିବାନୀକୁ ଚିକିତ୍ସାରେ ଅର୍ଥ ସାଝିଛି ବାଧକ। ସରକାରଙ୍କ ତରଫରୁ ଗରିବ ଝିଅ ଶିବାନୀକୁ ଚିକିତ୍ସା ନିମନ୍ତେ ସାହାର୍ଯ୍ୟ ସହଯୋଗ କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗ ଙ୍କ ରିପୋର୍ଟ

Related posts

ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ତ୍ରିପତି ପ୍ରଧାନ ଙ୍କ କବିତା ସ୍ନାନ ବେଦୀ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort