ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ

 ରାଉରକେଲା: ତ୍ରିବେଣୀ ସଙ୍ଗମ ବେଦବ୍ୟାସ ଠାରେ ମହାମହର୍ଷି ବ୍ୟାସଦେବ ଓ ଶ୍ରୀଗଣେଶଙ୍କ ବିଗ୍ରହ ସ୍ଥାପନା ପରେ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟକର୍ତ୍ତା ଭାବେ ଆଜି ଯୋଗଦେଇଥିଲେ। ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ମୁଖ୍ୟ ତଥା ସୁନ୍ଦରଗଡ ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀରୁ ଆସିଥିବା ପଣ୍ଡିତ ମଣ୍ଡଳୀ ସର୍ବଶ୍ରୀ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ଦାଶଶର୍ମା, ପଦ୍ମନାଭ ମହାପାତ୍ର, ସରୋଜ କୁମାର ମିଶ୍ର, ଜଗନ୍ନାଥ ମିଶ୍ର ଓ ବାସୁଦେବ ମହାପାତ୍ର ପ୍ରମୁଖ ପୁରୋହିତ କାର୍ଯ୍ୟ ଓ ସହକର୍ତ୍ତା ଭାବେ ଅଜିତ ଦାସ, ସୁଲୋଚନା ଦାସ ଓ କେଶବ ଡାକୁଆ ପ୍ରମୁଖ ଦାୟିତ୍ବ ସଂପାଦନ କରିଥିଲେ । ଏହି ଅବସରରେ ଶତାଧିକ ମହିଳା ଗୁରୁକୁଳ ଆଶ୍ରମ ଠାରୁ ବ୍ୟାସ ଗୁମ୍ଫା ପର୍ଯ୍ୟନ୍ତ କଳସ ଯାତ୍ରା କରିଥିଲେ । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଯଜ୍ଞ, ସଂକୀର୍ତ୍ତନ,ପ୍ରବଚନ, ହରିହାଟ ଓ ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ବେଦବ୍ୟାସଠାରେ ପୀଠାଧିଶ ମହର୍ଷି ବେଦବ୍ୟାସଙ୍କ ପ୍ରତିମୂର୍ତ୍ତି ଟିଏ ନଥିବାରୁ ଏଠାରେ ପ୍ରତିମୂର୍ତ୍ତି ଟିଏ ସ୍ଥାପନ ପାଇଁ ଆଲୋଚନା ହେଉଥିଲା। ତେବେ ଆଜିର ଏହି କାର୍ଯ୍ୟକ୍ରମ ପରେ ଅଂଚଳବାସୀଙ୍କ ବହୁଦିନର ଇଛା ପୂରଣ ହୋଇଥିବାରୁ ଆନନ୍ଦ ଖେଳିଯାଇଛି । ଆଜିର ଏହି ପ୍ରାଣପ୍ରତିଷ୍ଠା ଉତ୍ସବରେ କଲ୍ୟାଣୀ ରାୟ ଟ୍ରଷ୍ଟବୋର୍ଡର ଅଗ୍ନିବାବା, ହରିହର ରାଉତରାୟ, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି.ପି.ରାୟ, ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ଉପେନ୍ଦ୍ର ନାୟକ, ସିଅରର ସଂପାଦକ ବୈଦ୍ୟନାଥ ଦାସ, ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା, ବେଦ ଅଧ୍ୟାପିକା ଜୋସ୍ନାରାଣୀ ଦାସ, ରାମଚନ୍ଦ୍ର ସାହୁ, ଅଶୋକ କୁମାର ଅଗ୍ରୱାଲ, ପ୍ରସନ୍ନ କୁମାର ଶାସ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ଗୁଡହାଣ୍ଡି ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା ଜଣାଣ

Sunil Chandra Nayak

ସହରର ବିଭିନ୍ନ ଅନୁଷ୍ଠାନ ରେ ଗୁରୁଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort