କାମାକ୍ଷାନଗର (ମ ନି ସ)ପରଜଙ୍ଗ ବ୍ଳକ ବାରିହାପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ବିଦୁସ୍ମିତା ବେହେରା ଭୁବନେଶ୍ୱର ରେ ଅନୁଷ୍ଠିତ ୩୦ତମ ରାଜ୍ୟସ୍ତରୀୟ ଛାତ୍ର ବିଜ୍ଞାନ କଂଗ୍ରେସରେ ଅଂଶଗ୍ରହଣ କରି ଜାତୀୟ ବିଜ୍ଞାନ କଂଗ୍ରେସ ସ୍ତରକୁ ମନୋନୀତ ହୋଇଛନ୍ତି ।ସେ ଗୁଜୁରାଟ ଅହମ୍ମଦାବାଦ ଠାରେ ହେବାକୁ ଥିବା ଜାତୀୟ ବିଜ୍ଞାନ କଂଗ୍ରେସ ରେ ଅଂଶ ଗ୍ରହଣ କରିବେ ।
କାମାକଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍