ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ସାଇନିଂ ଆଇକନ ସିଜିନ ୫ ର ସାଇନିଂ ରକର୍ସ ଆସନ୍ତା ୧୮ରେ

ରାଉରକେଲା/ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସର ପଞ୍ଚମ ବାର୍ଷିକୋତ୍ସବ ଆସନ୍ତା ୧୮ତାରିଖ ଦିନ ସଂଧ୍ୟା ୫ଘଟିକା ସମୟରେ ସେକ୍ଟର ୫ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଲିନା ବିଶ୍ବାଳ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଗତ ଅକ୍ଟୋବର ମାସରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ।ଏଥିରେ ପ୍ରାୟ ୩୦୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୪୦ ଜଣ ପ୍ରତିଯୋଗୀ ଙ୍କୁ ନେଇ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ । ଆସନ୍ତା ୧୭ ତାରିଖ ଦିନ ଗ୍ଲୁମିଙ୍ଗ୍, ଟାଲେଣ୍ଟ ରାଉଣ୍ଡ ଓ ଫଟୋ ସୁଟ କରାଯିବ । ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଉଥିବା ବେଳେ ସମ୍ମାନିତ ଅତିଥି ଭାବେ କମଲ ଅଗ୍ରୱାଲ,ଅନିତା ଅଗ୍ରୱାଲ,ଅନୁପ ମୋଦୀ, ପଦ୍ମନୀ ପାଣିଗ୍ରାହୀ, ଗୁରୁନନ୍ଦର ସିଂହ,କୁମାର ବେହେରା, ସନ୍ତମା ପିଲାଇ ପ୍ରମୁଖ ଯୋଗଦେବେ। ସେଲିବ୍ରେଟି ବିଚାରକ ଭାବେ ମୁମ୍ବାଇ ର ଗୌରବ ନୈନେ ଓ ମଡେଲ ତଥା ଅଭିନେତ୍ରୀ ରାଖି ମଣ୍ଡଳ ପ୍ରମୁଖ ଯୋଗଦେବେ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୋନୁ ପିଲାଇ,ଡି ପଦ୍ମିନୀ, ସୋନୁ ମୁଖାର୍ଜୀ, ପପିଆ ମୁଖାର୍ଜୀ, ଡି ପୂଜା, ବର୍ଣ୍ଣାଳୀ ରାଉତ, ଅଂଶୁମାନ ସ୍ବାଇଁ,ଶୁଭମ ସାଓ, ସନ୍ତୋଷ ରଥ, ସସ୍ମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ଖଇରା ଗାନ୍ଧୀଙ୍କ ୧୧୨ ତମ ଜନ୍ମଦିନ ପାଳିତ

Sunil Chandra Nayak

ସନ୍ତୋଷୀ ମା ରାଇସ ମିଲ ର ବିଷାକ୍ତ ପାଣି ପାଲଟିଛି ଚାଷୀ ଙ୍କ ମରଣ ଯନ୍ତା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort