ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟୋକନ ପ୍ରଦାନ ଦାବିରେ ଖଇରପଦର ପେକ୍ସରେ ତାଲା ପକେଇଲେ ଚାଷୀ

କଳାହାଣ୍ଡି ଜିଲ୍ଲା ଧର୍ମଗତ ବ୍ଲକ ଅନ୍ତର୍ଗତ ଖଇରପଦର ଧାନ ମଣ୍ଡି କାର୍ଯ୍ୟାଳୟ ରେ ବିଭାଗୀୟ ଅଧିକାରୀ ଙ୍କୁ ତାଲା ମାରିଲେ ଚାଷୀ, ଘଟଣା ସ୍ଥଳରେ ଉତ୍ତେଜନା ! ମୃତାୟନ୍ ହେଲେ ପୋଲିସ କର୍ମଚାରୀ ।

ସେତେବେଳେ ଚାଷୀ ମାନଙ୍କୁ ୭୨ ଘଣ୍ଟା ମଧ୍ୟ ରେ ସମାଧାନ ପ୍ରତିଶ୍ରୁତି ପ୍ରଶାସନ ପୂରଣ ନ କରିବାରୁ ଏହାକୁ ନେଇ ପୁଣି ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ କୃଷି ଓ କୃଷକ ସମିତି ର ଆବାହକ ଲକ୍ଷ୍ମୀକାନ୍ତ ବାଗ ଙ୍କ ନେତୃତ୍ବରେ ଶତାଧିକ ଚାଷୀ ଖଇର ପଦର ମଣ୍ଡି ସମ୍ମୁଖ ରେ ନାରା ବାଜି ସହ ମଣ୍ଡି ପରିସର ରେ ଥିବା ସମବାୟ ସମିତି ର ଅଧିକାରୀ ଏବଂ ଆରଏମସି କର୍ମଚାରୀ ଙ୍କୁ ତାଲା ମାରି ଦେଇଛନ୍ତି !

ଧର୍ମଗଡ ବ୍ଲକ ଖଇରପଦର ସମବାୟ ସମିତି ଅଧୀନ ରେ ଥିବା ୫୫ ଜଣ ଚାଷୀ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ ପ୍ରକ୍ରିୟା ରୁ ବାଦ ପଡ଼ିବା ନେଇ ଉତ୍ତେଜନା ଦେଖାଦେଇଛି। ଟୋକନ ପ୍ରଦାନ ସହ ଧାନ ବିକ୍ରି ଦାବିରେ କୃଷି ଓ କୃଷକ କଲ୍ୟାଣ ସମିତି ର ଆବାହକ ଲକ୍ଷ୍ମୀ କାନ୍ତ ବାଗ ଚାଷୀ ଶାନ୍ତନୁ ମୁଣ୍ଡ, ମହେନ୍ଦ୍ର ବାଗ, ରମଣୀ ରଂଜନ ମୁଣ୍ଡ ଙ୍କ ସହ ଅନ୍ୟ ପ୍ରଭାବିତ ଉତ୍ତ୍ୟକ୍ତ ଚାଷୀ ପେକ୍ସରେ ତାଲା ପକେଇବା ସହ କର୍ମଚାରୀ ଙ୍କୁ ଅଟକ ରଖିଥିଲେ । ଆବଶ୍ୟକ କାଗଜାତ ଦାଖଲ ସତ୍ତ୍ୱେ ଖଇରପଦର ପେକ୍ସ ଅଧିନସ୍ଥ ୫୫ଜଣ ଚାଷୀ ଚଳିତ ଖରିଫରେ ଧାନ ବିକ୍ରି ପ୍ରକ୍ରିୟାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଗତ ଶୁକ୍ରବାର ଦିନ ଚାଷୀ ମାନେ ନେଇ ବ୍ରାହ୍ମଣ ଛେଣ୍ଡିଆ ମଣ୍ଡି ରେ ଆନ୍ଦୋଳନ କରିଥିଲେ । ସେତେବେଳେ ଚାଷୀ ମାନଙ୍କୁ ୭୨ ଘଣ୍ଟା ମଧ୍ୟ ରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳି ଥିଲା । କିନ୍ତୁ ୭୨ଘଣ୍ଟା ପରେ ମଧ୍ୟ ପ୍ରଶାସନ ତରଫରୁ ଏନେଇ କୌଣସି ପ୍ରକିୟା ଆରମ୍ଭ ନହେବାରୁ ଗତ କାଲି ଚାଷୀମାନେ ପେକ୍ସରେ ତାଲା ମାରି କର୍ମଚାରୀଙ୍କୁ ଅଟକ ରଖିଥିଲେ। ଖବର ପାଇ ଧର୍ମଗଡ ପୋଲିସ ଓ ସହକାରୀ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ଚାଷୀଙ୍କୁ ବୁଝାସୁଝା କରିବା ସହ ଧାନ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲାଯାଇଥିଲା।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କର୍ଲାମୁଣ୍ଡା: ଜଳଛତ୍ର ଖୋଲିବାକୁ ଦାବୀ

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ସନ୍ଧ୍ୟା

ସୁକାନ୍ତ ଖଣ୍ଡା ଙ୍କ କବିତା ଶ୍ରୀରାମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort