ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorizedଅପରାଧଅର୍ଥନୀତିଅଳପ ଗଳ୍ପଆଞ୍ଚଳିକଆମ ଓଡ଼ିଶାକ୍ରୀଡ଼ାଜୀବନ ରେଖାତାଜା ଖବରତୀର୍ଯ୍ୟକ୍ଦର୍ପଣଧର୍ମୀୟ ସଂସ୍କୃତିନିଯୁକ୍ତିପ୍ରବନ୍ଧବିଦେଶବିବିଧଭିଡ଼ିଓମନୋରଞ୍ଜନରାଜନୀତିରାଶିଫଳସାହିତ୍ୟ ଅଗଣାସ୍ଵାସ୍ଥ୍ୟ

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିବେଶକୁ ବେଖାତିର, ଡ୍ରେନ୍ ରେ ଭର୍ତ୍ତି ଅସନା ପାଣି ଓ ପେଜ ତୋରାଣୀ ଯୋଗୁଁ ମଶାମାଛି ର ପ୍ରାଦୁର୍ଭାବ ! 

ଗୋପାଳପୁର /  ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଞ୍ଚଳ। ଏହି ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଏକ ସରକାରୀ କନ୍ୟାଶ୍ରମ ଆବାସିକ ବିଦ୍ୟାଳୟ ରହିଛି। ବିଦ୍ୟାଳୟରେ ପ୍ରାୟ ୫୦୦ ଛାତ୍ରୀ ଅଧ୍ୟୟନ କରନ୍ତି। ମୂଖ୍ୟ ରାସ୍ତା କଡ଼ରେ ଅବସ୍ଥିତ ଏହି ବିଦ୍ୟାଳୟ ଶହଶହ ଛାତ୍ରୀ ହଷ୍ଟେଲ ପରିସରରେ ହଜାର ହଜାର ଲିଟର ପାଣି ବ୍ୟବହାର କରିଥାନ୍ତି। ସମସ୍ତ ଅସନା ପାଣି ରାସ୍ତା କଡ଼ରେ ଥିବା ବ୍ରେନ୍ ରେ ଆସି ଜମା ହୋଇ ରହିଯାଏ। ଖାଲି ସେତିକି ନୁହେଁ ଛାତ୍ରୀଙ୍କ ପାଇଁ ରୋଷେଇ କରୁଥିବା ଖାଦ୍ୟ ସାମଗ୍ରୀ ଧୁଆ ଅପରିଷ୍କାର ପାଣି ସହିତ ଗରମ ଭାତର ପେଜ ତୋରାଣୀ ମଧ୍ୟ ସେଇ ବ୍ରେନ୍ କୁ ଛାଡି ଦେଉଥିବା ଯୋଗୁଁ ଡ୍ରେନ୍ ରେ ଜମା ହୋଇ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଫଳରେ ଏଠାରେ ମଶା ମାଛି ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଡ୍ରେନ୍ କୁ ନିୟମିତ ବ୍ୟବଧାନରେ ସଫା ନ କରିବା ଯୋଗୁଁ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଓ ପରିତ୍ୟକ୍ତ ପଲିଥିନ ଗୁଡ଼ିକ ମଧ୍ୟ ଭର୍ତ୍ତି ହୋଇ ବିଦ୍ୟାଳୟ ପରିବେଶ ଉପରେ କୁ-ପ୍ରଭାବ ପକାଉଛି। ବିଦ୍ୟାଳୟ ପରିଚାଳନା ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନ ଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ବିଦ୍ୟାଳୟରେ ରହୁଥିବା ଛାତ୍ରୀ ମାନଙ୍କ ଉତ୍ତମ ସ୍ଵାସ୍ଥ୍ୟ ପ୍ରତି ଯେ ଏହା ସମସ୍ୟା ହୋଇ ଉଭା ହେବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ବିଦ୍ୟାଳୟ ର ସଫାସୁତୁରା ପାଇଁ ହଜାର ହଜାର ଟଙ୍କାର ଅନୁଦାନ ଆସୁଥିବା ବେଳେ ଏହି ଅର୍ଥ କୁଆଡେ଼ ଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ! ଏପରିକି ଗାଁ କଲ୍ୟାଣ ସମିତି କୁ ମଧ୍ୟ ବାର୍ଷିକ ହଜାର ହଜାର ଟଙ୍କା ପରିବେଶ ସୁରକ୍ଷା ନିମନ୍ତେ ଆସୁଥିବା ବେଳେ କେଉଁ ବାଟରେ ଖର୍ଚ୍ଚ ହେଉଛି ବୋଲି ଲୋକେ ଅଭିଯୋଗ କରୁଥିବା ଜଣାପଡିଛି। ସ୍ଥାନୀୟ ପଞ୍ଚାୟତ ମଧ୍ୟ ଏଥିପ୍ରତି ନିଘା ନ ନେବା ବିଡ଼ମ୍ବନାର ବିଷୟ ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

ଅଙ୍ଗଦ ନାଏକ ଙ୍କ ରିପୋର୍ଟ 

Related posts

ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ 

masiha

ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଧସିଲା ପୋଲ ନିକଟ ମାଟି 

Sunil Chandra Nayak

ଅନାଥଶ୍ରମରେ ପାଳିତ ହେଲା ଜନ୍ମଦିନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort