ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋବିଡ଼ ଟୀକାକରଣ ଅଭିଯାନ ନିମନ୍ତେ ଜିଲ୍ଲାରେ ବୁଲିଲା ସଚେତନ ରଥ

ନବରଙ୍ଗପୁର ତା ୦୧/୦୨ କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକା କରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନ ରଥ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ରୁ ବାହାରିଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ମିଳିତ ଭାବରେ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟ କୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏହି ସଚେତନତା ରଥ ଟି ଜିଲ୍ଲାର ଦଶ ଗୋଟି ବ୍ଲକ ର ବିଭିନ୍ନ ଗ୍ରାମରେ କୋଭିଡି ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକା କରଣ ଉପକାରିତାର ବାର୍ତ୍ତା ପ୍ରଚାର କରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି ।  ବିଶେଷ କରି ୧୫ ବର୍ଷ ରୁ ୧୮ ବର୍ଷ ମଧ୍ୟରେ ସମସ୍ତ କିଶୋର କିଶୋରୀ ମାନେ କିପରି ଟୀକା କେନ୍ଦ୍ରକୁ ଆସି କୋଭିଡ ସୁରକ୍ଷା ପାଇଁ ଟୀକା ନେବା ସହିତ , କୋଭିଡ ନିୟମକୁ ମାନି ଚଳିବା ,ନିୟମିତ ହାତ ଧୋଇବା ,ମାସ୍କ ପିନ୍ଧିବା ଓ ଶାରୀରିକ ଦ୍ଵରତା କୁ ବଜାଇ ରଖିବା , ଭିଡକୁ ନିରୂତ୍ସାହିତ ଏବଂ ନିଜ ସୁରକ୍ଷା କୁ ଉତ୍ସାହିତ କରିବା ଆଦି ବିଷୟରେ ଗ୍ରାମ ରେ ଅଙ୍ଗନବାଡି କର୍ମୀ ମାନେ କିଶୋର କିଶୋରୀ, ସ୍ଵୟଂ ସହାୟକ ଗୋଷ୍ଟିର ମହିଳା ଓ ଅନ୍ୟଗ୍ରାମବାସୀ ମାନଙ୍କୁ ଉପସ୍ଥିତ କରାଇ ସଚେତନ ରଥ ନିକଟରେ ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆ ଯାଇ ଥିବାର ବିଷୟରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କାର୍ଯ୍ୟ।ଳୟ ର ହୋଇ ଥିବା ଏହି ସଚେତନତା ରଥ ର ଉଦଘାଟନୀ ସମାରୋହରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ , ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ , ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ ,ବିଶ୍ଵରଞ୍ଜନ ଭୁକ୍ତା,ଅଶୋକ ଚକ୍ରବର୍ତ୍ତୀ , ତ୍ରିପତି ବାଲାଜି ସାହୁ , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ , ସସ୍ମିତା ମହାନ୍ତି , ବିଶ୍ଵଜିତ ମହାନ୍ତି , ସୁକାନ୍ତ ପାତ୍ର , ତୃପ୍ତି ମହାପାତ୍ , ସୁଜିତ କୁମାର ସୁନା , କୁଶମିତା ଦୀପ , ବନ୍ଧନା ଖାକା ,ୟୁ ରବୀନ , ୱାନଷ୍ଟପ କେନ୍ଦ୍ରର କର୍ମର କର୍ତ୍ତା ଓ ଅନ୍ୟଅଧିକାର ମାନେ ଉପସ୍ଥିତ ଥିଲେ ।ମଧୁସୂଦନ ସାହୁ ନବରଙ୍ଗପୁର

Related posts

ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଦାବୀ ରେ ବେହେରା କେଜିବିଭି ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର 

Sunil Chandra Nayak

ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ପୁଣି ଚଢା ଦରରେ ବିକ୍ରି କରୁଛନ୍ତି ବିଦେଶୀ ମଦ ଦୋକାନୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort