ଗୋଳାମୁଣ୍ଡା/ମସିହା/ତା୩୧/୧/ତ୍ରିସ୍ତରୀୟ ନିର୍ବାଚନ ମଇଦାନ ପାଖେଇ ଆସୁଥିବାରୁ ଆଶାୟୀପ୍ରାଥୀ ମାନେ ନିଜର ସମର୍ଥନ ମାନକୁ ନେଇ ଘର ଘର ପ୍ରଚାର ପ୍ରସାର କରୁଛନ୍ତି, ଏଭଳି ସ୍ଥଳେ ଚିଚିଆ ପଞ୍ଚାୟତର ସମିତି ଆଶାୟୀ ପ୍ରାଥୀ ରାମକୁମାର ସେନାପତିଙ୍କୁ ଚିଚିଆ ଗ୍ରାମରେ ବହୁ ମହିଳା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ଶ୍ରୀ ସେନାପତି ଜଣେ ଅବସର ଶିକ୍ଷକ ଓ ଶିକ୍ଷକ ସଙ୍ଘର ସଭାପତି, ତଥା ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜର ସଭାପତିଥିବା ବେଳେ ଅନେକ ସ୍ଥାନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସୁଚାରୁ ରୂପେ ପାଳନ କରିଥିଲେ ଏବଂ ଅବସର ଗ୍ରହଣ ପରେ ଦଳିତ ନିଷ୍ପେସିତ, ଗରୀବ ଲୋକ ମାନଙ୍କ ଓ ବିଧବା,ବାର୍ଦ୍ଧକ୍ୟ ଭତ୍ତା କାର୍ଯ୍ୟ ନିର୍ସ୍ୱାର୍ଥ ଭାବେ କାର୍ଯ୍ୟ କରି ନିଜର ସ୍ୱାଭିମାନରକ୍ଷା କରିଛନ୍ତି,ଶ୍ରୀ ସେନାପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ ଏବେ ଯଦି ସମିତି ସଭ୍ୟ ଭାବରେ ବିଜୟ ହାସଲ କରନ୍ତି ତେବେ ଚିଚିଆ ପଞ୍ଚାୟତ ଦ୍ରୁନୀତି ମୁକ୍ତ ହେବା ସହ ପଞ୍ଚାୟତର ସର୍ବାଗିନ ଉର୍ଣ୍ଣିତଓ ନୂଆ ଧାରା ଆରମ୍ଭ ହେବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଆଜି ବହୁ ସଂଖ୍ୟକ ଲୋକ ମାନେ ସମର୍ଥନ କରୁଥିବା ବେଳେ ମହିଳା ଓ ପୁରୁଷ ମାନେ ମଧ୍ୟ ଘର ଘର ବୁଲି ବହୁ ପରିମାଣରେ (ତାଲାଚାବି )ରେ ଭୋଟଦେଇ ବିଜୟ ଲାଭ ହେବା ପାଇଁ ପ୍ରଚାର କରି ଥକରିଛନ୍ତି।
next post