ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ସ୍ତରୀୟ ଭଲିବଲ୍ ଓ ଫୁଟବଲ ମ୍ୟାଚ ଅନୁଷ୍ଠିତ 

ରୁପ୍ରା, ୧୮/୧୨ (ମ ନି ସ) : ହକି ପୁରୁଷ ବିଶ୍ବକପ୍ ୨୦୨୩ର ଅବ୍ୟବହିତ ପୂର୍ବରୁ ନର୍ଲା ବ୍ଲକ ଅଧିନ ମୁସ୍କୁଟି ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତରେ ବିଭିନ୍ନ ଖେଳକୁଦ ସମାରୋହ ଅନୁଷ୍ଠିତ ହେଉଛି। ଏହି ଅବସରରେ ରବିବାର ଦିନ ମୁସ୍କୁଟି ଗ୍ରାମ ପଞ୍ଚାୟତ ତରଫରୁ ସ୍ଥାନୀୟ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ପଞ୍ଚାୟତ ସ୍ତରୀୟ ଭଲିବଲ୍ ଓ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ମୁସ୍କୁଟି ପଞ୍ଚାୟତର ପିଇଓ ପ୍ରଦୀପ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବରେ ମୁସ୍କୁଟି ପଞ୍ଚାୟତ ସରପଞ୍ଚ ସଞ୍ଜୁଲତା ଭୋଇ ଯୋଗଦାନ କରିଥିଲେ, ସମ୍ମାନିତ ଅତିଥିଭାବେ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଷ୍ଣୁ ଚରଣ ସେନାପତି, ସାମ୍ବାଦିକ ଅଜୟ କୁମାର ସେନାପତି, ୱାର୍ଡ଼ ସଭ୍ଯ /ସଭ୍ୟା ପୁଷ୍ପଲତା ଭୋଇ, ନିଳାଞ୍ଚଳ ପାତ୍ର, ଦିଲ୍ଲୀପ କୁମୁରା, ବିମଳା ସାହୁ ଓ ସମାଜସେବୀ ପତିତପାବନ ଭୋଇ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ପ୍ରଥମେ ଫୁଟବଲ ଖେଳ ସାଲିଙ୍ଗ୍ ଓ କୁଟେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଉଭୟ ଦଳ ୧ – ୧ ଗୋଲ୍ ରେ ଡ୍ର ହୋଇଥିବା ବେଳେ ପରବର୍ତ୍ତୀ ମ୍ୟାଚ୍ କେନ୍ଦୁପଡା ଓ କାରୁମପଦର ମଧ୍ୟରେ ଅନୁଷ୍ଠିତ ହୋଇ ଡ୍ର ହୋଇଥିଲା। ପରେ ଭଲିବଲ୍ ମ୍ୟାଚ ମୁସ୍କୁଟି ଓ କେନ୍ଦୁପଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁସ୍କୁଟି ବିଜୟୀ ହୋଇଥିଲା। ସୂଚନା ମୁତାବକ ଗ୍ରାମ ପଞ୍ଚାୟତ ସ୍ତରରେ ହେଉଥିବା ମ୍ୟାଚ୍ ରୁ ଭଲ ଭଲ ଖେଳାଳି ଚୟନ କରାଯାଇ ବ୍ଲକ୍ ସ୍ତରୀୟ ଟିମ୍ ଗଠନ କରାଯିବ। ଏହି ଖେଳ ପରିଚାଳନା ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସମୀର ରଞ୍ଜନ ନାଏକ କରିଥିବା ବେଳେ ଲାଇନରେ ସଡମାତୁର ନାଏକ ଓ କହଁର ପାତ୍ର ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କାଲା ଗହିର, ବନମାଳୀ ବାଗ, ଡିସନ୍ଦର୍ ପଟେଲ୍ ଓ ତ୍ରିଲୋଚନ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜଗଜ୍ଜିବନ ସା ଙ୍କ କବିତା – ପୋଡା ଜଙ୍ଗଲ 

Sunil Chandra Nayak

ଶସ୍ତା ହେଲା ଖାଇବା ତେଲ,ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି

Sunil Chandra Nayak

ମହା ସମାରୋହରେ ପାଳିତ ହେଲା ଗରିମା-୨୦୨୨

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort