ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ରେ ଓଲଟିଲା ଧାନ ବୋଝେଇ ଟ୍ରକ। ଅଳ୍ପକେ ବର୍ତିଲେ ଚାଳକ

 

ରାସ୍ତା ମରାମତି ଦାବୀ ରେ ରାସ୍ତାରୋକ କଲେ ଗ୍ରାମ ବସୀ ।

ଧର୍ମଗଡ – ୧/୨/୨୨-ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରେ ଥିବା ଗମ୍ଭାରୀ ଗୁଡା ଧର୍ମଗଡ ରାସ୍ତା ଉପରେ ଗତ କାଲି ରାତି ରେ ଭାରସମ୍ୟ ହରାଇ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡିଥିବା ବେଳେ ଅଳ୍ପକେ ଗାଡ଼ି ଚାଳକ ବର୍ତ୍ତି ଯାଇଛନ୍ତି ତେବେ ତାଙ୍କ ଅଣ୍ଟା ରେ ଆଘାତ ଲାଗି ସେ ଆହତ ହୋଇଛନ୍ତି।

ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ ଗତକାଲି ଖଇର ପଦର ମଣ୍ଡି ରୁ ଏକ ଟ୍ରକ ନଂ- ଓ ଆର ୦୮ଡି ୧୦୩୫ ରେ ଧାନ ବୋଝେଇ ହୋଇ କେସିଙ୍ଗା ସ୍ଥିତ ବାସୁଦେବ ଫୁଡସ କୁ ଯାଉ ଥିଲା । ଗମ୍ଭାରୀ ଗୁଡା ଏଫ୍ ସି ଆଇ ଗୋଦାମ ନିକଟରେ ରାସ୍ତା ଉପରେ ଖାଲ ଖମା ଯୋଗୁ ଗାଡ଼ି ଟି ଭାରସାମ୍ୟ ହରାଇ ଓଲଟି ପଡ଼ି ଥିଲା । ଫଲରେ ଧାନ ବସ୍ତା ସବୁ ବିଲ ଭିତ ରେ ପଡ଼ି ଯାଇଥିବା ବେଳେ ଡ୍ରାଇଭର ଆହତ ହୋଇଥିଲେ । ଆହତ ଡ୍ରାଇଭର ଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ରାସ୍ତା ଟି ବଡ ବଡ ଖାଲ ଖମା ରେ ପୂର୍ଣ୍ଣ ହୋଇ ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ମାନ ଘଟୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତୁରନ୍ତ ରାସ୍ତା ର ମରାମତି ସହ ନବୀକରଣ ଦାବୀ ରେ ଗମ୍ଭାରୀ ଗୁଡା ଗ୍ରାମବାସୀ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ସକାଳ ୮ଟାରୁ ରାସ୍ତା ଅବରୋଧ ଯୋଗୁ ପ୍ରାୟ ୪ଘଣ୍ଟାଧରି ଯାତାୟତ ବାଧା ପ୍ରାପ୍ତ ହୋଇଥିଲା । ପରେ ଘଟଣା ସ୍ଥଳ କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଇନ୍ଦ୍ରଜିତ ସିଂ ପହଞ୍ଚି ଆନ୍ଦୋଲନକାରୀ ଙ୍କ ସହ ଆଲୋଚନା କରି ତିନିଦିନ ମଧ୍ୟ ରେ ରାସ୍ତା ମରାମତି କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ଏ ସମ୍ପର୍କ ରେ ସହକାରୀ ଯନ୍ତ୍ରୀ ଇନ୍ଦ୍ରଜିତ ସିଂ ଙ୍କୁ ଯୋଗା ଯୋଗ କରିବାରୁ ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଏହାର ପେ ଲୋଡ କ୍ଷମତା ମାତ୍ର ୧୦ଟନ୍ କିନ୍ତୁ ଏଫସିଆଇ ଗୋଦାମ ରହିଥିବାରୁ କ୍ଷମତାଠାରୁ ଅଧିକା ଭାରି ଯାନ ଚଳାଚଳ କରୁଥିବାରୁ ରାସ୍ତା ବାରମ୍ବାର ମରାମତି କରାଗଲେ ମଧ୍ୟ ଶିଘ୍ର ଖରାପ ହୋଇଯାଉଛି । ତେଣୁ ଧର୍ମଗଡ ପିଡବ୍ଲୁଡି ରାସ୍ତା ଠାରୁ ଗମ୍ଭାରିଗୁଡା ପର୍ଯ୍ୟନ୍ତ ଅଧିକା ପେଲୋଡ କ୍ଷମତା ସମ୍ପନ୍ନ ଏକ ଉନ୍ନତ ମାନରରାସ୍ତା ନିର୍ମାଣ ର ଆବଶ୍ୟକତା ରହିଥିବା ସେ କହିଥିଲେ ।

ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

କବିତା ସାହୁ ଙ୍କ କବିତା   ଲକ୍ଷ୍ମୀ କୃପାବାରୀ ପଡୁଥିବ ଝରି

Sunil Chandra Nayak

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ 

Sunil Chandra Nayak

ବିଧାୟକ ନିର୍ବାଚନ ଆଚରଣ ବିଧି ଉଲଗଂନ କରିଥିବା ଅଭିଯୋଗ ଆଣିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort