ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ କ୍ରୀଡ଼ାରେ ଭାଗନେବେ 45 କୃତୀ ଖେଳାଳୀ

 ତେନ୍ତୁଳିଖୁଣ୍ଟି 20/12/22 ଆସନ୍ତା 2023 ରେ ଓଡ଼ିଶାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ କ୍ରୀଡା ର ଗୁରୁତ୍ୱ ବୃଦ୍ଧି ଓ ଗ୍ରାମାଞ୍ଚଳ ରୁ କ୍ରୀଡା ପ୍ରତିଭା ବାହାରକରି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବିଦ୍ୟାଳୟରେ ଚଳିତ ବର୍ଷ କ୍ରୀଡା ପ୍ରତିଯୋଗିତା କରାଯାଇଛି। ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଉଦଘାଟନ ଗତ କାଲି ହୋଇଥିଲା। ଆଜି ଉଦ୍ ଯାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କର । ମୂଖ୍ୟ ବକ୍ତା ଭାବେବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ , ସମ୍ମାନୀତ ଅତିଥିଭାବେ ଏବି ଇ ଓ ମୋହନ ମଧୁସୂଦନ ବାଘ ,ସମିତି ସଭ୍ୟ ମଧୁସ୍ମିତା ପାଣିଗ୍ରାହୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଙ୍କ ଦ୍ଵାରା ଉଭୟ ବାଳକ ଓ ବାଳିକା ବର୍ଗରବରିଷ୍ଠ ଓ କନିଷ୍ଠ ବର୍ଗର ଚମ୍ପିୟାନ ଙ୍କୁ ଟ୍ରାଫିଦେଇ ପୁରସ୍କୃତ କରାଯାଇଛି। ସମୁଦାୟ 45 ଜଣ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ରେ ଭାଗନେବେ। କାର୍ଯ୍ୟକ୍ରମ ର ସଭାପତିତ୍ୱ ପ୍ରଧାନ ଶିକ୍ଷକ ଉମେଶ ନାୟକ କରିଥିବା ବେଳେ କ୍ରୀଡା ଶିକ୍ଷକ ପ୍ରଭାତ ପଟନାୟକ ମଞ୍ଚ ପରିଚାଳନା କରିଥିଲେ।ବିଭିନ୍ନ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ସମେତ ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଆନନ କୁମାର ଭତ୍ରା,ପଦୁୁସିଂହ ହିଆଲ ଭୁବନ ହରିଜନ ,ଜ୍ୟୋତିଷ ରଞ୍ଜ ନ ପଟନାୟକ ଜଗଦୀଶ ଭତ୍ରା,ଲିଙ୍ଗରାଜ ମାଝୀ, ତ୍ରିନାଥ ରାଓ ,ହିମାଂଶୁ ଶେଖର ବାରିକ ,ଅନାମ ବିପ୍ଲବୀ,ସଂଗୀତା ସାବତ ,ଯଶୋଦା କର୍କରା ପ୍ରମୁଖ ସହଯୋଗ କରିୁଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବସରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର, ରାସ୍ତାରୋକିଲେ ମହିଳା

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପଧାନଙ୍କ ପରଲୋକ 

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort