ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ରେ “ଗ୍ରାଣ୍ଡ ପେରେଣ୍ଟସ୍ ଡେ” ପାଳିତ

ଶିଶୁ ମାନଙ୍କ ବ୍ୟକ୍ତିତ୍ଵ ବିକାଶ କ୍ଷେତ୍ରରେ ପରିବାର ର ବୟୋଜ୍ୟେଷ୍ଠ ଅଭିଭାବକ ମାନଙ୍କ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି….

ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି “ଗ୍ରାଣ୍ଡ ପେରେଣ୍ଟସ୍ ଡେ” ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସମାରୋହରେ ବହୁ ବୟୋଜ୍ୟେଷ୍ଠ ଅଭିଭାବକ ଯୋଗ ଦେଇଥଲେ। ଜେଜେବାପା, ଜେଜେମା, ଅଜା ଆଈ ଙ୍କ ନାତି ନାତୁଣୀ ମାନଙ୍କ ଜୀବନରେ ପ୍ରଭାବ ଓ ଭୂମିକା ବିଷୟରେ ବିଚାର ଆଦାନ ପ୍ରଦାନ କରଯାଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ବଳରାମ ମିଶ୍ର ସ୍ବାଗତ ସମ୍ଭାଷଣ ପ୍ରଦାନ କରି ଉପସ୍ଥିତ ଥିବା ବୟୋଜ୍ୟେଷ୍ଠ ଅଭିଭାବକ ମାନଙ୍କୁ ଏଭଳି ଦିନରେ ଉପସ୍ଥିତ ଥିବାରୁ ଧନ୍ୟବାଦ ଦେଇଥିଲେ। ଶିଶୁ ମାନେ ସାଧାରଣତଃ ବିଦ୍ୟାଳୟରେ ଯେତିକି ସମୟ ବିଦ୍ୟାଳୟ ରେ ଅବସ୍ଥାନ କରନ୍ତି ତାଠାରୁ ଅଧିକ ସମୟ ପରିବାର ରେ ଅତିବାହିତ କରନ୍ତି ତେଣୁ ଶିଶୁ ମାନଙ୍କର ଆଚରଣ, ଉଚ୍ଚାରଣ ଏବଂ ଆଚାର ବ୍ୟବହାର ଉପରେ ପରିବାରର ବୟୋଜ୍ୟେଷ୍ଠ ସଦସ୍ୟ ମାନଙ୍କ ପ୍ରଭାବ ଅଧିକ ରହିବା ସ୍ଵାଭାବିକ। ଅଧିକନ୍ତୁ ବୟୋଜ୍ୟେଷ୍ଠ ଜେଜେବାପା ଜେଜେମା, ଅଜା ଆଈ ମାନଙ୍କ ପାଖରୁ ସ୍ନେହ ମମତା ପ୍ରାପ୍ତି ପାଇଁ ଶିଶୁ ମାନଙ୍କ ଅଧିକ ପ୍ରତ୍ୟାଶା ଥାଏ। ସେଭଳି ପରିପ୍ରେକ୍ଷୀରେ ବୟୋଜ୍ୟେଷ୍ଠ ଅଭିଭାବକ ମାନଙ୍କୁ ବିଦ୍ୟାଳୟ କୁ ଆମନ୍ତ୍ରଣ କରି ଶିଶୁ ମାନଙ୍କର ଗହଣରେ ଏଭଳି ଉତ୍ସବ ଅନୁଷ୍ଠିତ ହେବା ଦ୍ବାରା ଶିଶୁ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଅଧିକ ଆତ୍ମପ୍ରତୟ ସୃଷ୍ଟି ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜେଜେବାପା, ଜେଜେମା, ଅଜା ଆଈ ଉପସ୍ଥିତ ଥିବାରୁ ସେମାନଙ୍କର ଉଦ୍ଦେଶ୍ୟରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟ ର ଛାତ୍ର ପ୍ରତ୍ୟୁଷ କୁମାର ସାହୁ ଓ ଛାତ୍ରୀ ଶ୍ରଦ୍ଧା ସ୍ମରଣିକା ଦାସ ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରାଥମିକ ଶିକ୍ଷୟତ୍ରୀ ନେହା ଦୁବେ,ରଶ୍ମିତା ସାହୁ, ଗୁପ୍ତେଶ୍ୱର ସାହୁ ଓ ରୂପେଶ ମେହେର ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଐଶାନ ସାହୁ ଓ ରେଣୁ ରାଠୀ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ଏମ. ଏସ. ହାଇଦର ଧନ୍ୟବାଦ ପ୍ରଦାନ କରିଥିଲେ।ଏହି ଅବସରରେ ସହପାଠ୍ୟ କାର୍ଯ୍ୟକ୍ରମ, ହିନ୍ଦୀ, ଇଂରାଜୀ, ସଂସ୍କୃତ ଭାଷାଭିତ୍ତିକ ଶିକ୍ଷା ସମ୍ବନ୍ଧିୟ ଓ ଖେଳ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶ୍ଵ ଜଳ ଦିବସ ଉପଲକ୍ଷେ କବିତା ଜଳ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଗଳ୍ପ ସ୍ବାମୀ ରହିଲା ସାକ୍ଷୀ

Sunil Chandra Nayak

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ଦିନେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort