ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରାଟେ ଟାଇମସ କପ-୨୦୨୨ରେ ନବରଙ୍ଗପୁରର ଖେଳାଳିଙ୍କ ସଫଳତା

ନବରଙ୍ଗପୁର–(ମସିହା) ଚଳିତ ମାସ ଡିସେମ୍ବର୧୭ /୧୮ ତାରିଖରେ କେରଳର କନୁର ଠାରେ ଅନୁଷ୍ଠିତ କରାଟେ ଟାଇମସ କପ-୨୦୨୨ ପ୍ରତିଯୋଗିତାରେ ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସର୍ବମୋଟ ୧୯ଗୋଟି ମେଡାଲ ଆଣି ରାଜ୍ୟ ପାଇଁ ତଥା ଜିଲ୍ଲା ପାଇଁ ଗୌରବାନ୍ୱିତତ କରିଛନ୍ତି। ୩୩ତମ ସର୍ବଭାରତୀୟ କରାଟେ କୁବୁଡୁ ଚମ୍ପିୟାନସିପ ରେ ସନ୍ଦୀପ କୁମାର ରାଉତ ଗୋଟାଏ ସ୍ଵର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ, ସଂଗୀତା ରାଉତ ଚାରୋଟି ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ, ସ୍ନେହଲତା ତ୍ରିପାଠୀ ଦୁଇଟି ସ୍ଵର୍ଣ୍ଣ, ଗୋଟାଏ ରୌପ୍ୟ, ସୁନାଖେ ପ୍ରିୟଦର୍ଶନୀ ଗୋଟିଏ ସ୍ଵର୍ଣ୍ଣ, ଦୁଇଟି ବ୍ରୋଞ୍ଜ ସେହିପରି ଆକାଂକ୍ଷା ପ୍ରିୟଦର୍ଶନୀ ତିନୋଟି ସ୍ଵର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଏହିପରି ମୋଟ ୧୧ଟି ସ୍ଵର୍ଣ୍ଣ,୩ଟି ରୌପ୍ୟ ୫ଗୋଟି ବ୍ରୋଞ୍ଜ ହାସଲ କରିଛନ୍ତି। ଏସିଆନ କରାଟେ ବିଦ୍ୟାଳୟର ଏହି ଉପଲବ୍ଧି ପାଇଁ ନବରଙ୍ଗପୁର ଜିଲ୍ଲାର କ୍ରୀଡ଼ା ମହଲରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସମେତ ସମାଜସେବୀ ଜଗନ୍ନାଥ ମହାପାତ୍ର ଏବଂ ଜିଲ୍ଲାର ପୁରାତନ ଖେଳାଳି ମାନେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କୁ ଶୁଭକାମନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏସିଆନ କରାଟେ ସ୍କୁଲର ଅଧ୍ୟକ୍ଷ ତଥା ଦଳର କୋଚ ସନସାଇ ଶରତ କୁମାର ରାଉତଙ୍କ ପତ୍ୟକ୍ଷ ତତ୍ୱାବଧାନ ରେ ଦଳ ଏହି ସଫଳତା ପାଇଛି।ଏସିଆନ କରାଟେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଆମ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବିତ,ସେମାନଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Sunil Chandra Nayak

ଲ୍ୟାମ୍ପସ ପରିସର ରେ କୃତ୍ରିମ ପୋଖରୀ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort