ଭବାନୀ ପାଟଣା -: ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ସ୍ତରୀୟ ଏକ ଆଲୋଚନାଚକ୍ର : – ବହି ଏକ ଉତ୍ତମ ବନ୍ଧୁ ! ଅନୁଷ୍ଠିତ ହୋଇଥିବା ସ୍ଥଳେ ସାଧନକମୀ ଲକ୍ଷ୍ମୀ ବଗର୍ତ୍ତୀ କର୍ମଶାଳା ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନ କମିଟୀ ଅଧକ୍ଷା ମଞ୍ଜୁରୀ ନାଗ, ଉପାଧ୍ଯକ୍ଷ ଆଶିସ୍ ପଣ୍ଡା, ସଭ୍ୟା ବିଦୁମତି ସୁନାନୀ ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ,ନୀଶାମଣୀ ଦେଇ , ସୁଚେତା ଦାସ, ଜୋସ୍ନାମୟୀ ଦେରା , ସଭ୍ୟା ମଞ୍ନରୀ ପଟ୍ଟନାୟକ, କଲ୍ୟାଣୀ ଦାଶ, ପ୍ରତିଭା ଦାଶ, ପ୍ରମୁଖ୍ ଅଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଛାତ୍ର- ରିତେଶ ସାହୁ କୌଶଲ୍ୟା ପୁଟେଲ ଓ ଅନ୍ୟାନ୍ୟ ପ୍ରତି ଦ୍ଭା ସଂପୂର୍ଣ୍ଣ ଛାତ୍ର – ଛାତ୍ରୀ ଭାଗ ନେଇ ଥିଲେ ଏବଂ ବିଦ୍ୟାଳୟ କ୍ୟାବିନେଟ ପ୍ରଧାନ ମନ୍ତ୍ରୀ କରନ୍ ନିଆଲ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।
କିଶନ ଶର୍ମା , ଭବାନୀ ପାଟଣା