ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ରେ ସ୍ବର୍ଗତ ସଂଜୀବ ଯୋଶୀ ଙ୍କୁ ଶ୍ରଦ୍ଧାଞ୍ଜଳି

ଗୋଳାମୁଣ୍ଡା/ମସିହା,କଳାହାଣ୍ଡି ଜିଲ୍ଲା ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସଂଜୀବଯୋଶୀ ଗତ କିଛି ଦିନ ତଳେମୃତ୍ୟୁ ବରଣ କରିଥିଲେ, ସେ ଥିଲେ ଦୈନିକ ଖବରକାଗଜର ଧରିତ୍ରୀ ଜିଲ୍ଲା ପ୍ରତିନିଧି ଭାବରେ ଓ ନିର୍ଭୀକ ସାମ୍ବାଦିକ ଭାବେ ୩୪ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ,ତାଙ୍କର ମୃତ୍ୟୁ ସମୟରେ୫୬ବର୍ଷ ହୋଇଥିଲା,ଏହି ଅକାଳ ବିୟୋଗ ରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ଗୋଳାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ପକ୍ଷରୁ ମଧ୍ୟ ଗୋଳାମୁଣ୍ଡା ଶିଶୁ ମନ୍ଦିର ଗୃହରେ ସ୍ବର୍ଗତ ଯୋଶୀଙ୍କ ପାଇଁ କ୍ୟାଣ୍ଡଳ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ,ଏବଂ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଓ ପରିବାରଙ୍କ ମଙ୍ଗଳ କାମନା ପାଇଁ ଭଗବାନ ଜଗନ୍ନାଥ ଙ୍କ ଠାରେ ପ୍ରାଥନା କରିଥିଲେ,ଏହି ଅବସରେ ଜନକଲ୍ୟାଣ ସାମ୍ବାଦିକ ସଙ୍ଘର ସଭାପତି ରାମକୁମାର ସେନାପତି, ସମ୍ପାଦକ ଈଶ୍ୱରୀ ପୁଟେଲ, ଖୀରସିନ୍ଦୁ ପଟେଲ ଜନ୍ମେଜୟ ନାଇକ, ଦାମଦାସ, ବ୍ରହ୍ମାକାଣ୍ଡ,ପଙ୍କଜ ସାହୁ,କପୁରଚନ ସେଠି, କୃଷ୍ଣ ମାହାନଦ, ସୁରେନ୍ଦ୍ର କୁମାର ଯାଲ, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ୍,

Related posts

ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଙ୍କ ରାଉରକେଲା ଗସ୍ତ

Sunil Chandra Nayak

ସହିଦ ଦିବସ ପାଳିତ

Sunil Chandra Nayak

ଅନ୍ତଜିଲ୍ଲା କ୍ରିକେଟ ତୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort