ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶକଲା ରାୟଗଡ଼ା ଜିଲ୍ଲା ବିଜେପି ପଂଚାୟତ ନିର୍ବାଚନୀ ଇସ୍ତାହାର

ରାୟଗଡ଼ା( ମପ୍ର) ପଞ୍ଚାୟତ ନିର୍ବାଚନ ଇସ୍ତାହାର ପ୍ରକାଶ ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଭାପତି ଶିବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି କ୍ଷମତାକୁ ଆସିଲେ ବ୍ଳକ ଓ ପଞ୍ଚାୟତରେ ପିସି ବ୍ୟବସ୍ଥା ବନ୍ଦ କରିବ। ଗ୍ରାମାଞ୍ଚଳର ବିକାଶ ପାଇଁ ମୋଦି ସରକାର ଓଡ଼ିଆକୁ ପଠାଉଥିବା ପ୍ରଚୁର ଅର୍ଥର ହରିଲୁଟ ବନ୍ଦ କରି ଅର୍ଥ କିପରି ପଞ୍ଚାୟତର ବିକାଶ ପାଇଁ ଲାଗିବ ତାର ଜଗୁଆଳି ବିଜେପି ହେବ। ମହିଳା ସଶକ୍ତିକରଣ ,ମଣ୍ଡି ସୁଦୃଢ଼ୀକରଣ କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ବନ୍ଦ କରିବ। ସରପଂଚଙ୍କୁ ପ୍ରକୃତ କ୍ଷମତା ଦିଆଯିବ। ପଲ୍ଲୀ ସଭା, ଗ୍ରାମସଭା ସହଯୋଗରେ ୱ।ର୍ଡମେମ୍ବରଙ୍କ ସହ ଆଲୋଚନା କରି ପଞ୍ଚାୟତ ଅର୍ଥ ସରପଂଚ ଖର୍ଚ୍ଚ କରିବେ। ସରପଂଚଙ୍କ ମାର୍ଫତରେ ଏଫସିଆଇ ଜରିଆରେ କୃଷକଙ୍କ ପାଇଁ ପ୍ରଚଳିତ ଟୋକନ ବ୍ୟବସ୍ଥା ଉଚ୍ଛେଦ କରାଯିବ। ବିଶୁଦ୍ଧ ପାନୀୟ ଜଳ, ବିଜୁଳି, ରନ୍ଧନ ଗ୍ୟାସ ସମସ୍ତ ଘରକୁ ଘର ସଂଯୋଗ କରାଯିବ। ଜିଲ୍ଲା ପରିଷଦକୁ ସଶକ୍ତ କରିବା, ପୁରୁଷ ଏସ୍ଏଚଜି ଗଢିବା ପଞ୍ଚାୟତ ସମିତିରେ ଦଲାଲ ହଟାଇବା, ମନେରେଗା ଯୋଜନାରେ ହରିଲୁଟ ବନ୍ଦ କରିବା,ମଦ ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛି। ବିଜେପିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମସୁନ୍ଦର ଦାସ, ନଗର କମିଟି ରାୟଗଡ଼ା ସଭାପତି ବିଦ୍ୟାଭୂଷଣ ପଣ୍ଡା ଉପସ୍ଥିତ ଥିଲେ। ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ 

Related posts

ମନରେଗା କାଯ୍ୟ ରେ ମହା ଦୃନୀତି ଅଭିଯୋଗ , ଚାଷୀ କୁଳ ହତାଶ

Sunil Chandra Nayak

କୂଅ ସଫାଇ କରୁ କରୁ ଟଳି ପଡିଲେ ଶଶୁର, ଜ୍ୱାଇଁ ଗୁରୁତର

ରିଖୀରାମ ମେହେର ଙ୍କ କବିତା ସ୍ବପ୍ନ ଥିଲା ପ୍ରିୟା ପାଇଁ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort