କାମାକ୍ଷାନଗର(ମ ନି ସ) ୨୩ ବର୍ଷ ର ବିଜେଡି ଶାସନରେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି ଓଡିଶା l ରାଜନୈତିକ ଅପରାଧି କରଣ ଯଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ଙ୍କୁ ଘଣ୍ଟ ଘୋଡାଇବା, ଗୋବିନ୍ଦ ସାହୁ ର ହତ୍ୟା କୁ ଆତ୍ମ ହତ୍ୟା ର ରୂପ ଦେବା , ନାରୀ ନିର୍ଯାତନା ଆଦି ବହୁ ଅନ୍ୟାୟ ଅରାଜକତା ର ପ୍ରତିବାଦରେ ଆଜି ୨୬ ଡ଼ିସେମ୍ବର ଦିନ ୧୧ଘଟିକା ସମୟ ରେ ଗୋପବନ୍ଧୁ ପାର୍କ ରେ ଭାରତୀୟ ଜନତା ପାର୍ଟି ର ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି lଏଇ ପରିପ୍ରେକ୍ଷୀରେ କାମାକ୍ଷା ନଗର ମଣ୍ଡଳ ର ସମସ୍ତ କାର୍ଯ୍ୟକର୍ତ୍ତା ଭାଇ,ଭଉଣୀ ମାନେ ସାମିଲ ହୋଇ ସତ୍ୟାଗ୍ରହ କୁ ସଫଳ କରିଥିଲେ!
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ