ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଅଞ୍ଚଳ ରେ ବିଜେଡ଼ି ର ଜୋରଦାର ପ୍ରଚାର

ନୁଆପଡା ଜିଲ୍ଲା ଖଡିଆଳ ବ୍ଲକ ଜିଲ୍ଲା ପରିଷଦ ଜୋନ ନଂ ୫ ରେ ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର କୁ ଯୋରଦାର କରାଯାଇଛି । ଦଳୀୟ ପ୍ରାର୍ଥୀନୀ, କର୍ମୀ ଓ ନେତୃବ୍ରୁନ୍ଦ ଘରକୁ ଘର ଯାଇ ଭୋଟଭିକ୍ଷା କରୁଛନ୍ତି ୫ ନଂ ଜୋନ ଅନ୍ତର୍ଗତ ବିରିଘାଟ ଗ୍ରାମ ପଂଚାୟତ ର ଗଦାପଦର ଗ୍ରାମ ଠାରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଲମ୍ବୋଦର ନିଆଲ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ଷଡଗିଂ ଓ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ତନୟା ଶବର ,ସାଧାରଣ ସଂପାଦିକା ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ଶ୍ରୀମତୀ ମମତା ମଞରୀ ଥପା କଂ ଉପସ୍ଥିତି ରେ କଂଗେସ ଓ ବିଜେପି ଦଳ ଛାଡି ୩୦ ରୁ ଉର୍ଦ୍ଧ୍ବ କର୍ମମାନେ ବିଜେଡି ରେ ଯୋଗଦାନ କରିଅଛନ୍ତି । ଏହି ଜୋନ ଅଧିନସ୍ଥ ସରଧାପୁର ପନ୍ଚାୟତ ର ତ୍ରିଲୋଚନ ବିଶିଷ୍ଟ, ସଂଜିତ କୁମାର, ବଲ୍ଲଭ ତାଣ୍ଡି , ସୁଦାମ ତାଣ୍ଡି ,ପବିତ୍ର ତାଣ୍ଡି ଓ ବିରିଘାଟ ପନ୍ଚାୟତ ର ତାଜ ଅହମଦ ଖାନ , ଉଦେଚରଣ ମାଝି , ଖଗେଶ୍ୱର ଭିତିରିଆ, ସୁଶାନ୍ତ ମାଝି , ଲୋକେଶ୍ୱର ମାଝି , ମଧୁ ହଂସ , ବେଦବର ମାଝି, ଜିତେନ୍ଦ୍ର ମାଝି ଅନ୍ୟମାନେ ଯୋଗଦାନ କରିଥିଲେ ।ଏମାନଙ୍କ ଯୋଗଦାନ ଫଳରେ ବିଜେଡି ଦଳ ଆହୁରି ମଜବୂତ ହେବା ସହ ଆଗାମୀ ତ୍ରୀସ୍ତରୀୟ ପନ୍ଚାୟତ ନିର୍ବାଚନ ରେ ୫ନଂ ଜୋନ ର ପ୍ରାର୍ଥିନୀ କୁଂ ବିଜୟୀ କରିବା ନେଇ ଦ୍ରୁଢ ସଂକଳ୍ପ ନେଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ

ଶହିଦଙ୍କ ପରିବାର ଲାଗି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

ଭୁବନ ମହିଳା ମହାବିଦ୍ୟାଳୟରେ ଭୋଟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort