ଛାଇ
______*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
॥ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ…॥
୩୩) ଅଳସ ନ ହେଇ କାମ କରି ଯାଅ
ମନ ଦିଅ ଭଲ କାମେ
କର୍ମ ଅଟେ ପରା ଭଗବତ୍ ଶକ୍ତି
ଏହି ବାଣୀ ଶୁଣ ପ୍ରେମେ ।
୩୪) ସବୁ କଥା କୁ ଜିଣିବା ପାଇଁ
ଅଛି ଗୁପତ ମନ୍ତର
ପରିଶ୍ରମ ଅଟେ ଭିତିରି କଥା
କଥା ଏ ଯୁଗ ଯୁଗ ର ।
___________
କୋଲନରା,ରାୟଗଡ଼ା ଜିଲ୍ଲା