ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନ ମହାବିଦ୍ୟାଳୟ ତରଫରୁ ମାସ୍କ ବଣ୍ଟନ

ରାଉରକେଲା/ ( କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ)     ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ସମାଜିକ ପ୍ରତିବଦ୍ଧତା ଯୋଗୁଁ ନୟାବଜାର ସ୍ଥିତ ଭବାନୀପୁର ଉତ୍ତମ ବସ୍ତି ଠାରେ ମାସ୍କ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା,ଆଲୁମନି ଆସୋସିଏସନ୍ ର କର୍ମକର୍ତ୍ତା ଗଣ ସାମିଲ ହୋଇ ବସ୍ତି ବାସିନ୍ଦା ଙ୍କ ମଧ୍ୟରେ ମାସ୍କ ବଣ୍ଟନ ସହ ଏହାର ବ୍ୟବହାର, ଉପକାରିତା ଓ ସାମାଜିକ ଦୂରତା ଉପରେ ଆଲୋଚନା କରିଥିଲେ। ପରିବେଶ ସୁରକ୍ଷା, ସ୍ବଚ୍ଛତା ସହ ସରକାରଙ୍କ କରୋନା ଗାଇଡ୍ ଲାଇନକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଆଲୁମନି ଆସୋସିଏସନ୍ ର ସଭାପତି ଡଃ ସୁମନ ଦତ୍ତ,ଉପସଭାପତି ବବିତା ମହାପାତ୍ର, ସହସଂପାଦକ ଦେବାଶିଷ ମହାନ୍ତି, ଲୋକ ସଂପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ଅଧ୍ୟାପକ ତନ୍ମୟ ରାଜ ପାଢୀ, ଅଧ୍ୟାପିକା ଡଃ ପ୍ରଜ୍ଞା ପରମିତା ପଣ୍ଡା, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଅଧ୍ୟାପକ ଡଃ ଦ୍ବିବେନ୍ଦୁ କୁମାର ପଣ୍ଡା, ଅଧ୍ୟାପିକା ଡଃ ସଂପାଦିକା ମହାନ୍ତି, ରାମ ବଣିଆ, ନିତ୍ୟାନନ୍ଦ ବିଶୋଇ,ହୃଦୟ ରଂଜନ ମହାନ୍ତି, ନନ୍ଦ କିଶୋର ମହନ୍ତ, ଦେବକୀ କାରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅଧ୍ୟକ୍ଷ ଡଃ ବେହେରା ସମସ୍ତଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ।

Related posts

ବେ ଆଇନ ଗୋରୁ ଚାଳଣ କୁ ନେଇ ଲୋକଙ୍କ ମନରେ ଅସନ୍ତୋଷ

masiha

ଡୁମେରପଦର ବିଜେପି ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଯୁବ ସରପଞ୍ଚ ଙ୍କ ନିଆରା ଉଦ୍ୟମ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort