ଛାଇ
॥ ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ...॥
୩୫) ତମେ କେମିତି ,ତମ ଗୁଣ କେମିତି
ଦେଖ ଦୁନିଆ ଦର୍ପଣ ରେ
ଅସଲ ପ୍ରତିବିମ୍ବ ସିଏ ଦେଖାଏ
ରୁହ ନାହିଁ କେବେ ଗର୍ବ ରେ ।
୩୬)କାଲି ର କାମ ଆଜି କର
ଆଜି ର କାମ ଏବେ
ଅଳସୁଆ ହୋଇବ ଯଦି
ସରିବ କାମ କେବେ?
____________
କୋଲନରା,ରାୟଗଡ଼ା ଜିଲ୍ଲା