ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୩୫୩ ନଂମ୍ବର ଜାତୀୟ ରାଜପଥ ଧରମସଗାର ଠାରେ ସଡ଼କ ଦୁର୍ଘଟଣା

ପିକକ୍କ ଧକ୍କାରେ ବାଇକ ଆରୋହି ଯୁବକ ମୃତ୍ୟୁ

ନୂଆପଡା ଜିଲ୍ଲା କୋମନା ବ୍ଲକ ଧରମସାଗର ବସଷ୍ଟେଣ୍ଡ ୩୫୩ ଜାତୀୟ ରାଜପଥ ନିକଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ଅନୁଯାଇ ୩୫୩ ନଂମ୍ବର ଜାତୀୟ ରାଜପଥ ରେ ଧରମସାଗର ଗ୍ରାମର କୁଳମଣି ରାଉତ ୧୮ ବର୍ଷ ପେଣ୍ଡରାବନ୍ଦ ଦେଇ ନିଜ ଗାଁ କୁ ଫେରୁଥିବା ବେଲେ ପିକଅପ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି lଏହି ଘଟଣାକୁ ନେଇ ଗ୍ରାମ ବାସୀ ଦୁଇ ଘଣ୍ଟା ରାଜ ରାସ୍ତା ଅବରୋଧ କରିଥିଲେ । ପରେ ଘଟଣାର ଖବର ପାଇ କୋମନା ପୋଲିସ ପହଂଚି ବର୍ତମାନ ତଦନ୍ତ ଆରମ୍ଭ କରିଛି l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ଉପାଧ୍ୟକ୍ଷ ଙ୍କ ଦ୍ୱାରସ୍ଥ ହେଲେ ପୁଝାରିପଡା ଗ୍ରାମବାସୀ

ବଳଭଦ୍ରପୁର ପାଟଣାରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

Sunil Chandra Nayak

ରବୀନ୍ଦ୍ରକୁମାର ବେହେରା ଙ୍କ କବିତା ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort