ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ପୁସ୍ତମ ଙ୍କ ପରିବାର

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବାବେବିର ଗ୍ରାମପଞ୍ଚାୟତ ସ୍ଥିତ ଖଇଭାଡି ଗ୍ରାମର ପୁସ୍ତମ ହଂସ ତାଙ୍କ ସ୍ତ୍ରୀ ଛଡା ଆଉ ପାଞ୍ଚଟି ପୁଅ ଝିଅ ରହିଛନ୍ତି । ରହିବା ପାଇଁ ଘର ଖଣ୍ଡିକ ନ ଥିବା ଯୋଗୁ ଚାଲ ଘରେ ତ୍ରିପାଲି ଢାଙ୍କି ଖରା ବର୍ଷା ସିତରେ ନିଜର ଛୋଟ ଛୋଟ ପିଲା ଛୁଆକୁ ନେଇ ଜୀବନ ବିତାଉଛନ୍ତି। ବର୍ଷା ମାସରେ ଅନେକ ସମୟରେ ଜୀବ ଜନ୍ତୁର ଭୟ ରହି ଥାଏ। ଓ ଖରା ମାସରେ ତ ପ୍ରଚଣ୍ଡ ଖରାରେ ଆକୁଳ ଜୀବନ ଯାପନ କରୁଥିବା ପରିବାର ଲୋକେ ପ୍ରକାଶ କରୁଛନ୍ତି। ଯେତେବଳେ ବି ଯେଉଁ ନେତା କିମ୍ବା ସରକାରୀ କର୍ମଚାରୀ ଆସନ୍ତି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଗଲା ପରେ ଭୁଲି ଯାଉଛନ୍ତି। ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ନିଜ ପରିବାର ସମସ୍ୟାର ବା ଖୋଲା ଆକାଶରେ ଜୀବନ କାଟୁଥିବା ବିଷୟରେ ଆପତ୍ତି ଅଭିଯୋଗ ଜଣାଇଥିଲେ ମଧ୍ୟ କେହି କର୍ମଚାରୀ କର୍ଣ୍ଣପାତ କରୁନ ଥିବା ଅଭିଯୋଗ କରିଛନ୍ତି। ପ୍ରଶାସନର ମଧ୍ୟ ଅଜବ ନୀତି ଯାହାର ଆବଶ୍ୟକ ନାହିଁ ଯିଏ ଆଗରୁ ପକା ଘର ତିଆରି କରି ରହିଛି ତାଙ୍କ ପରିବାରକୁ ଗୋଟିଏ ଦୁଇଟି ଘର ଦିଆ ଯାଇଛି। କିନ୍ତୁ ଯାହାର ଅତି ଆବଶ୍ୟକ ଯିଏ ଖୋଲା ଆକାଶରେ ତଳେ ଯେଉଁ ପରିବାର ରହୁଛନ୍ତି। ତାଙ୍କ ପ୍ରତି କାହାରି ତିଳେ ମଧ୍ୟ ନଜର ନାହିଁ। ଗରିବ ନିରୀହ ଲୋକଙ୍କ ଥଇ ଥାନ୍ ପାଇଁ ରାଜ୍ୟ ସରକାର ବିଜୁ ପକା ଘର ଦେଉଥିବା ବେଳେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଦେଉଛନ୍ତି। କିନ୍ତୁ ଏଠାକାର କିଛି ବଡ଼ବଡିଆ ନେତା କିମ୍ବା ଲାଞ୍ଚୁଆ ଅଫିସରଙ୍କ ପାଇଁ ପ୍ରକୃତ ହିତାଧିକାରୀକୁ ଘର ନ ଦେଇ ଅନାବଶ୍ୟକ ଥିବା ଲୋକଙ୍କୁ ଦେଉଥିବା ଅଭିଯୋଗ ପରିବାର ଲୋକେ ଆଣିଛନ୍ତି। ପୁସ୍ତମ ଓ ତାଙ୍କ ସ୍ତ୍ରୀ ଶେଷ ନିଷ୍ପତ୍ତି ନେଇଛନ୍ତି। ଯଦି ଯଥା ଶୀଘ୍ର ତାଙ୍କୁ ଘର ଦିଆନଯାଏ ତାହେଲେ ବ୍ଲକ ଅଫିସ ଆଗରୁ ଯାଇକି ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଥିବା ମତ ପ୍ରକାଶ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଗରିବ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ଦେଉଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଦ୍ୟାଳୟ ବାରଣ୍ଡାରେ ଅନଶନ, ଆତ୍ମହତ୍ୟାର ଧମକ ଦେଲେ ଅନଶନକାରୀ

Sunil Chandra Nayak

ହାପି ମୋମେନ୍ଟସ୍ ଇଣ୍ଡିଆର ନବମ ପ୍ରତିଷ୍ଠା ଦିବସ ଆସନ୍ତା ୧୭ରେ

ରେଣୁ ମାଝୀଙ୍କ ନ୍ଯାର୍ଯ୍ଯ ଦାବି –  ଆଜି  ୧୯ ଦିନ ରେ ପହଞ୍ଚିଲା ଆମ ଆଦମୀ ପାର୍ଟିର ଗଣଧାରଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort