ଛାଇ
______*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
॥ ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ…॥
୩୭) ଅଳପେ ସନ୍ତୁଷ୍ଟ ଯିଏ
ସେ ସବୁଠୁ ଧନୀ
ସନ୍ତୋଷ ପ୍ରକୃତ ଧନ
ନ ଭୁଲ ହେ ଜ୍ଞାନୀ
୩୮) ଅନ୍ୟ ର ନିଷ୍ଠା ଜାଣିବା କୁ
ଅଛି ପରା ଭଲ ଉପାୟ
ନିଜେ ରହିବ ନିଷ୍ଠାପର
ଏହା ହେଲେ ଜ୍ଞାନ ଉଦୟ
_______..
କୋଲନରା, ରାୟଗଡ଼ା ଜିଲ୍ଲା