ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜାତୀୟ କୃମିନାଶକ ଦିବସ ଉପଲକ୍ଷେ  ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା ୧୦.୨.୨୦୨୨: ଗତ ୯.୨.୨୦୨୨ ରିଖ ସନ୍ଧ୍ୟା ୬.୦୦ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧକ୍ଷ୍ୟତା ରେ ଭର୍ଚୁଆଲ ମୋଡରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନେ ସମ୍ମୁଖୀନ ହେଉଥିବା ଦୁର୍ବଳ ସ୍ବାସ୍ଥ୍ୟ, କମ୍ ସ୍ମୁତି ଶକ୍ତି, ହାଲିଆ ପଣ, ରକ୍ତହୀନତା, ତଥା କୃମି ସଂକ୍ରମଣ କୁ ପ୍ରତିରୋଧ କରିବା ପାଇଁ ପ୍ରତିବର୍ଷ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାରେ ୧ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଠାରୁ କିଶୋର ସମସ୍ତଙ୍କୁ କୃମିନାଶକ ପ୍ରତିରୋଧ ପାଇଁ ଆଜିଠାରୁ ୧୦.୨.୨୦୨୨ ରୁ ୧୬.୨.୨୦୨୨ ସପ୍ତାହ ବ୍ୟାପୀ ବିଶେଷ କାର୍ଯକ୍ରମ ପାଳନ କରାଯିବା। ସପ୍ତାହ ବ୍ୟାପୀ କାର୍ଯକ୍ରମରେ ଆଶାକର୍ମୀ,ଅଙ୍ଗନବାଡ଼ି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନେ ଘରକୁ ଘର ଯାଇ କୃମିନାଶକ ଔଷଧ ବଣ୍ଟନ ସହ ବିଶେଷ ସୂଚନା ଦେବେ। ଜିଲ୍ଲାର ୧୩ ଟି ବ୍ଲକ ରେ ୬,୧୬,୧୧୭ ଜଣଙ୍କୁ କୃମି ପ୍ରତିରୋଧ ପାଇଁ ଲକ୍ଷ୍ୟ ରଖାଯାଇଛି। ଡି ଏମ, ଆର୍ ସି ଏଚ ଶ୍ରୀ ଭବାନୀ ଶଙ୍କର ସାହୁ ସ୍ଲାଇଡ୍ ମାଧ୍ୟମରେ ସୂଚନା ଦେଇଥିଲେ। ବୈଠକ ରେ ସି ଡି ଏମ ଓ ଡ ରଞ୍ଜନ ମିଶ୍ର, ଡି ପି ଏମ ଶ୍ରୀ ଅବନୀ ମହାପାତ୍ର, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଡି ଇ ଓ ସୁଶାନ୍ତ ଚୋପଦାର, ଡି ଡବ୍ଲୁ ଓ , ଇଓ, ମ୍ୟୁନିସିପାଲ୍ଟି, ଭବାନୀପାଟଣା, ଇ ଓ , ଏନ୍ ଏ ସି, କେସିଙ୍ଗା, ଜୁନାଗଡ, ମେଡିକାଲ ଅଫିସର,ସମସ୍ତ ବ୍ଲକ ତଥା ଏନ ଜି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ସି ଡି ଏମ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

ଆଞ୍ଚଳିକ ବୈଦ୍ୟସଙ୍ଘର ମାସିକ ବୈଠକ

masiha

ଆଜି ୫ଘଣ୍ଟା ସମୟ ମଧ୍ୟରେ ୧୨୧ ଜଣଙ୍କ କରୋନା ପୋଜିଟିବ୍ ଚିହ୍ନଟ 

Sunil Chandra Nayak

ମାରୱାଡି ଯୁବା ମଞ୍ଚର ମେଗା ରକ୍ତଦାନ ଶିବିର  , ୧୧୧ ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort