ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମୂହିକ ବାତଜ୍ଵର ଏବଂ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ନୁଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପରିସର ମଧ୍ୟରେ ସମୂହିକ ବାତ ଜ୍ବର ଏବଂ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଅତିରକ୍ତ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ. ଗୋପାଳ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିବା ବେଳେ ବାତଜ୍ବର ଏବଂ କୃମିନାଶକ ଔଷଧ ଦ୍ବାରା ରକ୍ତହୀନତା ଦୂର ହେବା ସହ ଔଷଧ ସେବନ ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ,ଡ଼ା ଦୀନବନ୍ଧୁ ମହାନଦ,ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ ନାଥ ପତି , ଡ଼ଃ.ଆଦିତ୍ୟ ଯୋଶୀ, ହାଇସ୍କୁଲ ପ୍ରଧାନ ଶିକ୍ଷକ ନକୁଳ ଶବର ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାରେ ୭ ଲକ୍ଷ ୨ ହଜାର ୬୨ ଜଣଙ୍କୁ ଟିକା ଦେବା ଲକ୍ଷ ରହିଅଛି। ଏହି କାର୍ଯ୍ୟକ୍ରମରେ ୨୨୮୯ ଜଣ ନିୟୋଜିତ ହୋଇଛନ୍ତି। ୨୨୯ ସୁପର ଭାଇଜର ନିଯୁକ୍ତି ହୋଇଛନ୍ତି।ଜିଲ୍ଲାକୁ ୧୮ ଲକ୍ଷ ୧୭୬ ହଜାର ୭ ଶ ୬୭ ଗୋଟି ବଟିକା ଯୋଗାଣ ହୋଇଅଛି।ସେହିପରି ୭ ଲକ୍ଷ ୨୭ ହଜାର ୬୨ ଗୋଟି କୃମିନାଶକ ଔଷଧ ଯୋଗାଣ ହୋଇଅଛି। ୨ରୁ ୧୯ ବର୍ଷ ଙ୍କୁ କୃମୀ ଔଷଧ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଡ଼ଃ.ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସୁଡୁକୁମ୍ପା ଠାରେ ଦୁର୍ଘଟଣା ରୋକିବା ନିମନ୍ତେ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

masiha

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) , ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଏବେ ମାଗଣା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort