ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ଜାଲରେ ରେଞ୍ଜର ବାବୁ, ୫ ଟି ସ୍ଥାନରେ ଚଢ଼ାଉ

   ଫୁଲବାଣୀ-:   ଭିଜିଲାନ୍ସ। ପଞ୍ଝା ରେ କ.ନୂଆଗାଁ ରେଞ୍ଜର ବାବୁ ପଡିଥିବା ଜଣାପଡିଛି । । ସୂଚନାଯୋଗ୍ୟ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଜଙ୍ଗଲ ଡିଭିଜନ ଅଧିନସ୍ଥ କ. ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ବୈରାଗୀ ଚରଣ ବେହେରା ଙ୍କୁ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆଜି ସକାଳୁ ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ର ୯ ଜଣିଆ ଟିମ ରେଞ୍ଜର ବେହେରା ଙ୍କର କ. ନୂଆଗାଁ ସରକାରୀ କାର୍ଯ୍ୟାଳୟ,ବାସଭବନ, ଭଞ୍ଜନଗର ଲଣ୍ଡେଇ ସାହି ବାସଭବନ, ଦଦର ଲଣ୍ଡା କୁକୁଡ଼ା ଫାର୍ମ ,ବୌଦ୍ଧ ଜିଲ୍ଲାର ବୁଟପାଲି ବାସ ଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ।  କ. ନୂଆଗାଁ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ଚଢ଼ାଉ ରେ ଫୁଲବାଣୀ ଭିଜିଲାନ୍ସ ବିଭାଗ ଡ଼ିଏସପି ଅରୁଣ କୁମାର ନାୟକ ,ବ୍ରହ୍ମପୁର ଡ଼ିଏସପି ,୪ ଇନିସ୍ପେକ୍ଟର ସହ ୯ ଜଣିଆ ଟିମ ଚଢ଼ାଉ ରେ ଭାଗ ନେଇଥିଲେ। ରେଞ୍ଜର ଶ୍ରୀ ବେହେରା ନାମରେ ବହୁ ଦୁର୍ନୀତି ଓ ସରକାରୀ ଅର୍ଥ ତୋଷରପାତ ବହୁ ଅଭିଯୋଗ ରହିଥିଲା । ଏହି ଅଭିଯୋଗ କ୍ରମେ ଆଜି ରେଞ୍ଜର ଙ୍କୁ ଭିଜିଲାନ୍ସ ଚଢ଼ାଉ କରିଥିଲା । ଭିଜିଲାନ୍ସ ପକ୍ଷରୁ ରେଞ୍ଜର ବୈରାଗୀ ଚରଣ ବେହେରା ଙ୍କର କ.ନୂଆଗାଁ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରି ବ୍ୟାଙ୍କ ପାସବୁକ,ଜରୁରୀ ଅଫିସ ନଥି ପତ୍ର,ଗାଡି ମୋଟର, ବାସଭବନ କାଗଜପତ୍ର, ଯାଞ୍ଚ କରି ଜବତ କରିଛନ୍ତି। ସମସ୍ତ ସ୍ଥାନରେ ଚଢ଼ାଉ ଶେଷରେ ଏବଂ ତଦନ୍ତ ପରେ ସମ୍ପତ୍ତି ସଠିକ ଆକଳନ ଜଣାପଡିଵ ବୋଲି ଭିଜିଲାନ୍ସ ଡି ଏସ ପି ଶ୍ରୀ ଅରୁଣ ନାୟକ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ।

Related posts

ଡାବୁଗାଁ ରେ ଭୀମଭୋଇ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଥୁଆମୂଳ ରାମପୁର ପୁଲିସର ଜନସମ୍ପର୍କ ଶିବିର

Sunil Chandra Nayak

ମେ’ ୩୧ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ, ଜୁନ୍ ୩ରେ ହେବ ଭୋଟଗଣତି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort