ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ରେ ରାଜନୈତିକ ହିଂସା, ସରପଞ୍ଚ ପ୍ରାର୍ଥୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭବାନୀପାଟଣା—-କଳାହାଣ୍ଡି ଜିଲ୍ଲା ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ କୋକସରା ବ୍ଲକ ପଞ୍ଚାୟତ ନିର୍ବାଚନ ରେ ଛିଡା ହୋଇଥିବା ସରପଞ୍ଚ ପ୍ରାର୍ଥୀ ଙ୍କୁ ପ୍ରତିଦ୍ବନ୍ଦୀ ସରପଞ୍ଚ ଗୋଷ୍ଠି ର ଆକ୍ରମଣ ଅଭିଯୋଗ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଗହନାମୁଣ୍ଡା ଗାଁ ର ରୋହିତ ହଂସ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଗତକାଲି ସନ୍ଧ୍ୟାରେ ରେ ତାଙ୍କୁ ତାଙ୍କର ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ କୋକସରା ଥାନାରେ ଅଭିଯୋଗ ହୋଇଛି। ସୁଚନା ଅନୁସାରେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ରେ ୭ ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ବୁଧବାର ସନ୍ଧ୍ୟାରେ ପ୍ରାର୍ଥୀ ରୋହିତ ହଂସ ମୂଷାପାଳି ଗ୍ରାମ ରୁ ପ୍ରଚାର ସାରି ନିଜ ବାଇକ ରେ ଗହନାମୁଣ୍ଡା କୁ ସନ୍ଧ୍ୟା ୬ ଘଣ୍ଟା ସମୟରେ ଫେରୁଥିବା ବେଳେ ମୂଷାପାଲି ଗହନାମୁଣ୍ଡା ରାସ୍ତା ରେ ୪ ଜଣ ମୁଖାପିନ୍ଧା ଦୁର୍ବୁର୍ତ୍ତ ଅଟକାଇ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ଯୋଗୁଁ ରୋହିତ ଗୁରୁତର ଭାବେ ଆହତ ହୋଇଥିଲେ। ରାସ୍ତାରେ ଯାଉଥିବା କିଛିଲୋକ ଗୁରୁତର ଅବସ୍ଥାରେ ରୋହିତ ଙ୍କୁ ପଡିଥିବା ଦେଖି ପରିବାର ବର୍ଗ ଙ୍କୁ ଖବର ଦେଇଥିଲେ।।  ପରିବାର ଲୋକ ଗୁରୁତର ଅବସ୍ଥାରେ ରୋହିତ ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନା କୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ଅବସ୍ଥା ସଂକାଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରିଥିଲେ। ରୋହିତ ହଂସ ଙ୍କ କହିବା ଅନୁସାରେ ଗତକିଛି ପୂର୍ବରୁ ମଧ୍ୟ ତାଙ୍କୁ ସରପଞ୍ଚ ପ୍ରାର୍ଥୀ ରୁ ଓହରି ଯିବାକୁ ଅନ୍ୟ ଜଣେ ପ୍ରାର୍ଥୀ ଲୋକ ଲଗାଇ ଫୋନ ରେ ଟଙ୍କା ର ପ୍ରଲୋଭନ ଦେଇଥିଲେ ଓ ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରାର୍ଥୀ । ଏହି ଆକ୍ରମଣ ପଛରେ ତାଙ୍କ ହାତ ରହିଥିବା ସେ କହିଛନ୍ତି। ଅନ୍ୟପଟେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର କୁ ଭେଟି ଅନୁସନ୍ଧାନ ଜାରି ରଖିଥିବାବେଳେ ଗୁରୁତର ସରପଞ୍ଚ ଙ୍କ ପତ୍ନୀ ଆରତି ହଂସ ପୋଲିସ ନିକଟରେ ଲିଖିତ ଏତଲା ଦାଖଲ କରିଛନ୍ତି। ଘଟଣା ର ତଦନ୍ତ ପରେ ସବୁ ତଥ୍ୟ ସାମ୍ନା କୁ ଆସିବ ଓ ଆକ୍ରମଣକାରି ଙ୍କୁ ଶୀଘ୍ର ଗିରଫ କରାଯିବ ବୋଳି କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୁଚନା ଦେଇଛନ୍ତି।ଅନ୍ୟପଟେ ଘଟଣା କୁ ନେଇ ମୂଷାପାଳି ପଞ୍ଚାୟତ ଅଞ୍ଚଳ ର ଭୋଟର ଏତାଦୃଶ ଘଟଣାର ନିନ୍ଦା କରିବା ସହ ଗଣତାନ୍ତ୍ରିକ ରାଷ୍ଟ୍ର ରେ ନିର୍ବାଚନ ପ୍ରକ୍ରିୟା ରେ ସମସ୍ତ ଙ୍କ ସମାନ ଅଧିକାର ରହିଥିବା ବେଳେ ଜଣେ ପ୍ରାର୍ଥୀ ଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ ଘଟଣା କୁ ନିନ୍ଦା କରିଛନ୍ତି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ସୀମାନ୍ତର ପ୍ରହରୀ ଥିଲେ ସାହିତ୍ୟିକ ଭାଗୀରଥି : ଭାଗୀରଥି ପାତ୍ରଙ୍କ ୮୪ତମ ଜୟନ୍ତୀ

Sunil Chandra Nayak

ମାମି ପାତ୍ର ଙ୍କ କବିତା ଅନ୍ଧାରକୁ ଦୂର କରି ଜାଳିବା ଆସ ଦୀପାବଳି

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort