ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚପ୍ରିଆ ପଞ୍ଚାୟତରେ ଭୂତ ଖାଇଦେଲା କୋଭିଡ ସହାୟତା ଟଙ୍କା

୬୩ ଜଣ ଟଙ୍କା ପାଇବରୁ ବଞ୍ଚିତ, ପିଇଓ ଆଜି ଦେବି କାଲି ଦେବି କହି ଦିନ ଗଡାଉଥିବା ଅଭିଯୋଗ

ଗୋଳାମୁଣ୍ଡା ତା ୧୧/୨ମସିହାନ୍ୟୁଜକଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚପ୍ରିଆ ପଞ୍ଚାୟତକୁ ଆସିଥିବା କୋଭିଡ ସହାୟତା ଟଙ୍କା ଭୁତ ଖାଇଦେଇଦେଲା । ଏବେବି ୬୩ ଜଣ ଏହି ସହାୟତା ଟଙ୍କା ପାଇବରୁ ବଞ୍ଚିତ ହୋଇଛନ୍ତି । ଚପ୍ରିଆ ପଞ୍ଚାୟତ ତୁରେଛଡ଼ା, ବାଞ୍ଜିବାହାଲ, ଟିଙ୍ଗିପଦର ଓ ଚପ୍ରିଆ ସମେତ ୪ଟିଗାଁକୁ ନେଇ ଗଠିତ ହୋଇଛି । ପଞ୍ଚାୟତ ରେ ୧୫୬୩ ଜଣଙ୍କ ନାମରେ ରାସନକାର୍ଡ ଅଛି । ଯୋଗାଣ ସହାୟକ ରୋମାଞ୍ଚଳ ନାଗଙ୍କ କହିବା ଅନୁଯାୟୀ ଏହି ପଞ୍ଚାୟତରେ ଗତ ଡିସେମ୍ବର ୨୯ ତାରିଖରେ ପିଇଓ ସଞ୍ଜୟ କୁମାର ପ୍ରଧାନ କୋଭିଡ ସହାୟତା ବାବଦକୁ ୧୧ ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ । ପରେ ଜାନୁୟାରୀ ୩ ତାରିଖରେ ସରପଞ୍ଚ ଦେବାରଚନ୍ଦ କାଣ୍ଡ ୩ ଲକ୍ଷ ଦେଇଥିଲେ ଓ ଗତ ୫ ତାରିଖରେ ନାଏବ ସରପଞ୍ଚ ପବିତ୍ର ବେହେରା ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ବର୍ତ୍ତମାନ ୧୫ ଲକ୍ଷ ବଣ୍ଟା ହୋଇଛି । କୋଭିଡ ସହାୟତା ପାଇ ଦୁଇମାସ ବିତି ଯାଇଥିଲେ ସୁଦ୍ଧା ୬୩ ଜଣଙ୍କ କୋଭିଡ ସହାୟତା ଟଙ୍କା ମିଳି ପାରିଲାନାହିଁ । ଅନ୍ୟ ପକ୍ଷରେ ଏହି ପଞ୍ଚାୟତର ପିଇଓ ହିତାଧିକାରୀ ମାନଙ୍କୁ ଆଜି ଦେବି, କାଲି ଦେବି ବୋଲି ଦିନ ଗଡାଉଥିବା ନେଇ ଟିଙ୍ଗିପଦର ଗ୍ରାମର ପରମେଶ୍ୱର ସୁନାନୀ, ମନ୍ଦାର ସୁନାନୀ, ଗଣେଶ ବାଗ, ପଦ୍ମା ଜଗତ, ପାର୍ବତୀ ହରପାଳ ସମେତ ଅନେକ ହିତାଧିକାରୀ ଅଭିଯୋଗ କରିଛନ୍ତି । ଏନେଇ ଗୋଲାମୁଣ୍ଡା ଯୋଗାଣ ସହାୟକଙ୍କୁ ପଚରିବାରୁ ଏ ବିଷୟରେ ମୁଁ ଅବଗତ ହୋଇନି କଣ ହେଇଛି ବୁଝିକି କହୁଛି ବୋଲି କହିଥିଲେ । କୋଭିଡ ସହାୟତା ଟଙ୍କା ସରକାର ସମସ୍ତ ରାସନ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏହି ଟଙ୍କା ଗତ ଡିସେମ୍ବର ମାସରେ ବଣ୍ଟନ ହୋଇଥିବା ବେଳେ କାହିଁକି ପିଇଓ ନିଜ ବ୍ୟକ୍ତିଗତ ଭାବେ ଟଙ୍କା ରଖି ହିତାଧିକାରୀଙ୍କୁ ଦେଲେ ନାହିଁ ନା ସଲାସୁତରା ହୋଇ ଟଙ୍କା ଖାଇଦେଲେ ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ହିତାଧିକାରୀମାନେ ଦାବୀ କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ମରଣୀୟ ମୁହୂର୍ତ୍ତ | ଏକଥରକରେ ନିଯୁକ୍ତି ପାଇଲେ ୬୨୩୧ ଜଣ ଶିକ୍ଷକ

masiha

ଶିଶୁ କବିତା – କୁକୁଡ – କୁ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ମୁଁ ଆଜିକା ସୁନ୍ଦରୀଝିଅ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort