ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓ ଙ୍କ ପରଲୋକ

 ଜୟ ପାଟଣା -: କଳାହାଣ୍ଡି ଜିଲ୍ଲା ର ପ୍ରଥମ ମହିଳା ବିଧାୟିକା ରୋଶନୀ ସିଂହଦେଓ ଙ୍କ ୧୧ ତାରିଖ ଶୁକ୍ରବାର ଦିନ ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନରେ ପରଲୋକ ହୋଇଯାଇଛି।ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ମୃତ୍ୟୁ ଖବର ପ୍ରସାରିତ ହେବା ପରେ କଳାହାଣ୍ଡି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି। ତାଙ୍କ ମରଶରୀର କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଣାଯାଇ ଶନିବାର ଦିନ ରାଜକୀୟ ରୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ଜିତେନ୍ଦ୍ର ନାରାୟଣ ସିଂହଦେଓ ମୁଖାଗ୍ନି ଦେଇ ଥିବା ବେଳେ ସାନପୁଅ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ସମେତ, ବହୁ ରାଜ ପରିବାର ସଦସ୍ଯ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବରିଷ୍ଠ ଯୁବନେତା ପ୍ରମୋଦ ପଟ୍ଟନାୟକ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ପୂର୍ବତନ ବିଧାୟକ ଅନାମ ନାଏକ, ଦୁଷ୍ମନ୍ତ ନାଏକ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ସମେତ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ତଥା ଜିଲ୍ଲାର ବିଭିନ୍ନ ବ୍ଲକ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜନେତା ଓ ଜନସାଧାରଣ ତାଙ୍କର ଅନ୍ତିମ ଦର୍ଶନ କରି ପୁଷ୍ପ ଅର୍ଘ୍ୟ ଅର୍ପଣ କରିଥିଲେ। । ରାଜ ପରିବାର ର ଶ୍ରୀମତୀ ସିଂହଦେଓ ଙ୍କ ସ୍ଵାମୀ ପୁର୍ବତନ କୋକସରା ବିଧାୟକ ଚନ୍ଦ୍ରଭାନୁ ସିଂହଦେଓ ମୃତ୍ୟୁ ପରେ ୧୯୯୫ ମସିହାରେ କୋକସରା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ପୁଣିଥରେ ବିଜୁ ଜନତା ଦଳ ଟିକେଟ ରେ କୋକସରା ନିର୍ବାଚନମଣ୍ଡଳୀ ରୁ ବିଜୟୀ ହୋଇଥିଲେ। ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ବଡ଼ପୁଅ ଜିତେନ୍ଦ୍ର ନାରାୟଣ ସିଂହଦେଓ କେନ୍ଦ୍ର ସମବାୟ ବ୍ୟାଙ୍କ ର ପୁର୍ବତନ ଅଧ୍ୟକ୍ଷ ତଥା ବିଜେଡ଼ି ଦଳର ଜଣେ ତୁଙ୍ଗ ନେତା ଥିବାବେଳେ ସାନପୁଅ ପୁଷ୍ପେନ୍ଦ୍ର ସିଂହଦେଓ ଦୁଇଥର ବିଧାୟକ ହୋଇ ଓଡିଶା ର ବିଭିନ୍ନ ମନ୍ତ୍ରୀ ପଦରେ ରହିଥିଲେ, ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି।ଶ୍ରୀମତୀ ସିଂହଦେଓ ଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।

Related posts

କଲମପୁର- ବିଜମରା ସରକାରୀ ପ୍ରାଥମିକ ବିଦ୍ଯାଳୟ ମୁକୁଳା ଅବସ୍ଥାରେ ପଡିଛି , ଛାତ୍ରଛାତ୍ରୀମାନେ ପାଠପଢିବେ କେଉଁଠି ?

masiha

ସଡକ ଦୁର୍ଘଟଣାରେ ମଟରସାଇକେଲ ଚାଳକ ମୃତ ଜଣେ ଗୁରୁତର

Sunil Chandra Nayak

ରମେଶ ବେହେରା ହେଲେ ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort