ଗୋଲାମୁଣ୍ଡା -: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମାରାଥାନ ପ୍ରଚାରର ଅନ୍ତିମ ଦିବସ ଅବସରରେ ଚିଚିଆ ପଞ୍ଚାୟତ ର ସମିତି ସଭ୍ୟ ତଥା ଅବସର ଶିକ୍ଷକ,ଗଣମାଧ୍ୟମ ପ୍ରତିନିଧି,ଓ ଜଣେ ସମାଜ ସେବୀ ଭାବେ ପରିଚିତ ରାମକୁମାର ସେନାପତି ଆଜି ତାଙ୍କର ବହୁ ସମର୍ଥ କ ମାନଙ୍କୁ ନେଇ ଚିଚିଆ, ସାରସଗୁଡା, ଲାଖୁରୁଭଟା ଓ ନିଜ ଗ୍ରାମ ପଣ୍ଡକୁଳ ଗ୍ରାମରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ, ଏହି ଅବସରେ ପ୍ରତି ଗ୍ରାମରେ ଅଧିକାଂଶ ମହିଳା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ଶ୍ରୀ ସେନାପତି ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ଯଦି, ମୁଁ ସମିତି ସଭ୍ୟରେ ବିଜୟ ଲାଭ ହାସଲ କରେ ତେବେ ଚିଚିଆ ପଞ୍ଚାୟତର ନିରୀହ ଗରୀବ ଖଟିଖିଆ ଏବଂ ପ୍ରତି ଗ୍ରାମର ସର୍ବାଗିନ ଉର୍ଣ୍ଣିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି,
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,