ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରପଞ୍ଚ ପ୍ରାଥିକୁ ନେଇ ଦୁଇ ପ୍ରାଥିନୀ ଙ୍କ ମଧ୍ୟ ରେ ବିବାଦ ଘନେଇଲା

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ପଂଚାୟତ ରେ ସରପଂଚ ପଦବୀ କୁ ନେଇ ଦୁଇ ପ୍ରାଥିନୀ ଙ୍କ ମଧ୍ୟ ରେ ବିବାଦ ବଢିବା ରେ ଲାଗିଛି । ସୁପ୍ରିମ କୋର୍ଟ ଗାଇଡଲାଇନ ଅନୁସା ରେ କୌଣସି ପ୍ରାର୍ଥି ହେଉ କିମ୍ବା ପ୍ରାଥିନୀ ସରକାରୀ ଲାଭଦାୟକ ସଂସ୍ଥା ରେ ରହିପାରିବେ ନାହିଁ କିମ୍ବା ସେହି ପ୍ରାଥିନୀ ଙ୍କ ନାଁ ରେ ସରକାରୀ କୌଣସି ପେଣ୍ଡି ବିଳ ମଧ୍ୟ ରହିପାରିବ ନାହିଁ ଯଦି ଏଭଳି ପ୍ରମାଣିତ ହୁଏ ତାହେଲେ ସେହି ପ୍ରାଥି କିମ୍ବା ପ୍ରାର୍ଥିନୀ ଙ୍କ ନାମାଙ୍କନ ପତ୍ର ନାକଚ ହୋଇଯିବ । କିନ୍ତୁ ଗଣ୍ଡାବାହାଲି ପଂଚାୟତ ରେ ସରପଚଂ ପଦବୀ ରେ ପ୍ରତିଦ୍ବନ୍ଦିତା କରୁଥିୂୂବା ପ୍ରାଥିନୀ ସରିତା ଅଗ୍ରୱାଲ ଜଣେ ସରକାରୀ ସ୍ବିକୃତିପ୍ରାପ୍ତ ଠିକାଦାର ଅଟନ୍ତି । ସରିତା ଅଗ୍ରୱାଲ ପିଡବ୍ଲୁଡି ବିଭାଗ ରେ ଲାଇସେନ୍ସ ପ୍ରାପ୍ତ କରି ଆସନ୍ତା ୩୧,୩,୨୦୨୩ ଯାଏ ତାଙ୍କ ଲାଇସେନ୍ସ ଭେଲିଡ ମଧ୍ୟ ରହିଛି । ଅନ୍ୟପକ୍ଷେ ତାଙ୍କ ନାଁ ରେ ଠିକା କାମ ର ବିଲ ମଧ୍ୟ ପେଣ୍ଡି ରହିଛି । ସେହିଭଳି ସରପଂଚ ପ୍ରାଥିନୀ ସରିତା ଅଗ୍ରୱାଲ ଙ୍କ ଆଧାରକାର୍ଡ ଖଡିଆଳ ର ସ୍ଥାୟି ବାସିନ୍ଦା ଅଟନ୍ତି ହେଲେ ସେ ଗମ୍ବାରିଗୁଡା ଗାଁ ର ବୋଲି ଦର୍ଶାଇ ନାମାଙ୍କନ ପତ୍ର ରେ ଦାଖଳ କରିଛନ୍ତି । ଅନ୍ୟପକ୍ଷେ ପେଣ୍ଡି ବିଳ ରେ ମଧ୍ୟ ଠିକାଦାର ଙ୍କ ଜାଳିଆତି ଦସ୍ତଖତ ରହିଥିବା ଅଭିଯୋଗ ହୋଇଛି । ଏତେ ସବୁ ପ୍ରମାଣଥିୂବା ସତ୍ବେ ପ୍ରଶାସନ ସରିତା ଅଗ୍ରୱାଲ କୁ ଘଣ୍ଟ ଘୋଡାଉଥିବା ଅନ୍ୟତମ ଗଣ୍ଡାବାହାଲି ପ୍ରାଥିନୀ କୋଶଲ୍ୟା ମେହେର ଅଭିଯୋଗ କରିଛନ୍ତି । ନୂଆପଡା ଜିଲ୍ଲା ପ୍ରଶାସନ ତଥା ନିର୍ବାଚନ ଅଧିକାରୀ ନୂଆପଡା ଓ ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରି ତାଙ୍କ ନାମାଙ୍କନ ପତ୍ର ନାକଚ ଏବଂ ତାଙ୍କୁ ନିର୍ବାଚନ ରୁ ବହିଷ୍କାର କରିବା ପାଇଁ ଗଣ୍ଡାବାହାଲି ସରପଚଂ ପ୍ରାଥିନୀ କୋଶଲ୍ୟା ମେହେର ଦାବୀ କରିଛନ୍ତି,ଅନ୍ୟପକ୍ଷେ ସରିତା ଅଗ୍ରୱାଲ ଙ୍କ ପରିବାର ଲୋକ ସେମାନେ ନ୍ୟାୟ ତଥା ଠିକ ରହିଥିବା ପରୋକ୍ଷ ରେ ସୁଚନା ଦେଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହାଭାରତ କଥା……୨

ଅନୁଷ୍ଠିତ ହେଲା କୃଷ୍ଣ ପ୍ରସାଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

Sunil Chandra Nayak

ଶିକ୍ଷକ ଙ୍କ ବିୟୋଗରେ ଶୋକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort