ଛାଇ___
*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥
୩୯) ଯିଏ ଯେମିତି ସିଏ ତ ସେମିତି
ସଜେଇଲେ କିସ ହେବ
ଅନ୍ତରେ ଯଦି ଭଲ ଗୁଣ ନାଇଁ
ବାହ୍ୟ ରୂପେ କ’ଣ ହେବ ?
୪୦) ଶିଶୁ ନୁହେଁ ସାନ
ନୁହେଁ ସାନ ତା’ର ମନ
ଶିଶୁ କଢ଼ ପରି
ଶିଶୁ ଅଟେ ଭଗବାନ ।
_______
କୋଲନରା,ରାୟଗଡ଼ା ଜିଲ୍ଲା