ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅନୁଷ୍ଠାନ ଲେଖନୀର ସ୍ୱରର ମାସିକ ଆଭାସୀ ସାହିତ୍ୟ ଆସର ଆୟୋଜିତ

ଭୁବନେଶ୍ଵର:ସାହିତ୍ୟ ଅନୁଷ୍ଠାନ ଲେଖନୀର ସ୍ୱରର ମାସିକ ଆଭାସି ସାହିତ୍ୟ ଆସରର ଗତ ତା:୧୩/୦୨/୨୦୨୨ରିଖ ରବିବାର ଅପରାହ୍ନରେ ଅନୁଷ୍ଠିତ ହେଇଥିଲା।ଏହି ଆସରରେ “ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ” ବିଷୟ ବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଏବଂ ଗଳ୍ପ କବିତା ପଠନ ହୋଇଥିଲା। ସୁନ୍ଦରଗଡ଼ରୁ ଲେଖିକା ଜ୍ୟୋତ୍ସ୍ନା ରାଣୀ ସାହୁ ଏବଂ ଭୁବନେଶ୍ବରରୁ ଲେଖିକା ଏକତା ପଣ୍ଡା ସଂଯୋଜିକା ଭାବରେ ନିୟୋଜିତ ହେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଓଡ଼ିଆ ଅଧ୍ୟାପକ ତଥା ଜଗନ୍ନାଥ ସଂସ୍କୃତି ବିଶାରଦ ଡ଼.ପ୍ରଭାତ କୁମାର ସାହୁ ଏବଂ ସାହିତ୍ୟ ଅନୁରାଗୀ ତଥା ପକ୍ଷୀ ବିଜ୍ଞାନ ଗବେଷକ(ଚିଲିକା) ତୁହିନାଂଶୁ କର ଆଲୋଚକ ଭାବରେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ବାଲେଶ୍ବରରୁ ଲେଖକ କାଳି କୁମାର ଆଲୋଚକଙ୍କ ପରିଚୟ ପ୍ରଦାନ କରିଥିଲେ। ଲେଖନୀ ସ୍ୱରର ସମସ୍ତ ସଦସ୍ୟମାନେ ଯଥା; ବେଙ୍ଗାଲୁରୁରୁ କବୟିତ୍ରୀ ଶ୍ରୀମତୀ ତପସ୍ଵିନୀ ଦାସ ଷଡ଼ଙ୍ଗୀ(ପ୍ରତିଷ୍ଠାତା) ଯାଜପୁରରୁ ବିନେଶ ସାମଲ,ରାଉରକେଲାରୁ କବୟିତ୍ରୀ ସୁନୀତା ସାହୁ,ବାଲେଶ୍ବରରୁ ଲେଖକ କାଳି କୁମାର,ଢେଙ୍କାନାଳରୁ ସମ୍ପାଦକ ତଥା ଲେଖକ ଦେବିପ୍ରସାଦ ସ୍ୱାଇଁ,କେନ୍ଦୁଝରରୁ ଲେଖକ ଶିବ ଚରଣ ମହାପାତ୍ର, ଗଞ୍ଜାମରୁ ଲେଖିକା ଲିପ୍ସା ଆଚାର୍ଯ୍ୟ ଇତ୍ୟାଦି ବିଭିନ୍ନ କାର୍ଯ୍ୟ କଳାପରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଚେଷ୍ଟିତ ଥିଲେ।ପ୍ରଥମ ପର୍ଯ୍ୟାୟର ଆଲୋଚନା କାର୍ଯ୍ୟକ୍ରମର ସମାପ୍ତି ପରେ ଦ୍ଵିତୀୟ ପର୍ଯ୍ୟାୟରେ ଗଳ୍ପ ଏବଂ କବିତା ପଠନ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା।ଏହି କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ ଯାଜପୁରରୁ ବରିଷ୍ଠ କବୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା,ପୁରୀରୁ କବୟିତ୍ରୀ ସ୍ୱାଗତିକା ବେହେରା,ବଡମ୍ବା କଟକରୁ କବିତା ମିନାର ର ପ୍ରତିଷ୍ଠାତା ତଥା କବି ଡ଼ ମୃତ୍ୟୁଞ୍ଜୟ ସାହୁ, ଯାଜପୁରରୁ କବି ହୃଦୟ ରଞ୍ଜନ ପରିଡ଼ା,କଟକରୁ କବୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ,ଯାଜପୁରରୁ କବୟତ୍ରୀ ଶୁଭଶ୍ରୀ ପଣ୍ଡା,ବାଲେଶ୍ବରରୁ ବରିଷ୍ଠ କବି ଶ୍ରୀକାନ୍ତ ଘଡ଼ାଇ ଏବଂ ଭଦ୍ରକରୁ କବୟିତ୍ରୀ ଚାରୁବାଳା ପାଢ଼ୀ। ଏହା ସହିତ ଗଳ୍ପ ପଠନ କରିଥିଲେ କେଉଁଝରରୁ ଗାଳ୍ପିକା ରେଖାରାଣୀ ସାହୁ, ସୁନ୍ଦରଗଡ଼ରୁ ଗାଳ୍ପିକା ସଞ୍ଜିତା ପ୍ରଧାନ (କୋଶଳୀ ଭାଷାରେ) ଏବଂ ଗାଳ୍ପିକା ଲିପ୍ସା ଆଚାର୍ଯ୍ୟ। ଏଥି ସହିତ ଲେଖନୀ ସ୍ୱରର ପ୍ରତିଷ୍ଠାତା ଶ୍ରୀମତି ତପସ୍ଵିନୀ ଦାଶ ଷଡ଼ଙ୍ଗୀ ଏବଂ ଆଲୋଚକ ତଥା କବି ତୁହିନାଂଶୁ କର ଗୋଟେ ଗୋଟେ ଜଗନ୍ନାଥଙ୍କ କବିତା ପାଠ କରିଥିଲେ।ଶେଷରେ ରାଉଲକେଲାରୁ ଲେଖିକା ଶ୍ରୀମତୀ ସୁନୀତା ସାହୁ ଧନ୍ୟବାଦ ଅର୍ପଣ କରି କରିଥିଲେ।

Related posts

ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

କୋକସରା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

କବିତା – ଯବନିକା ପତନ ପରେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort