ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ – ମର୍ମନ୍ତୁଦ ସଡକ ଦୁର୍ଘଟଣା – ୪ ମୃତ

 ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଲାହାବାଡ଼ି ନିକଟରେ ବିଳମ୍ବିତ ରାତିରେ ଏକ ମୁର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୪ ଜଣ ଙ୍କର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଘଟଣା ଦେଖିଥିବା କୁ ମିଳିଛି। ସୂଚନାଯୋଗ୍ୟ ଗୋଟିଏ ଓମିନି କାର ଯୋଗେ ଶଙ୍କରାଖୋଲ ଓ ଗୁମାଗଡ଼ ଅଞ୍ଚଳ ପୁରୁଷ ମହିଳା ବଡ ସାନ ମିଶି ୧୦ ଜଣ ତାଳ ପଡ଼l ବନ୍ଧୁଙ୍କ ଘରକୁ ଜନ୍ମ ଦିନ ପାଳନ ଭୋଜି ଖାଇବାକୁ ଯାଇ ଫେରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଓମିନି କାର ଭାରସାମ୍ୟ ହରାଇ ଲାହାବାଡ଼ି ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକଟ୍ରକ୍ କୁ ପଛ ପଟେ ଧକ୍କା ଦେଇଥିଲା। ଯାହା ଫଳରେ ଓମିନି କାର ରେ ବସିଥିବା ୧୦ ଜଣ ମଧ୍ଯରୁ ୪ ଜଣ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିଲା | ଘଟଣା ସ୍ଥଳରେ ମୃତ ହୋଇଥିବା ୪ ଜଣ ମୃତକ ହେଲେ ଦୀପ୍ତି ରଞ୍ଜନ ପ୍ରଧାନ ୪୪, ପୂର୍ଣ୍ଣଚନ୍ଦ୍ର ମିଶ୍ର ୪୦, ଆଶିଷ ଦିଗାଲ ୧୧ ଓ ସୁଦସ୍ନା ଦିଗାଲ ୧୧ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାକେଶ ଦିଗାଲ ୩୫, ରୋଜାଲୀନ ଦିଗାଲ୧୪,ସୌମ୍ୟ ରଞ୍ଜନ ଦିଗାଲ ୧୫,ଏହି ୩ଜଣ ଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଆଣାଯାଇ ଚିକିତ୍ସା ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ସେମାନଙ୍କ ର ଅବସ୍ଥା ସେଠାରେ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି | ଆଶିଷ ଦିଗାଲ , ସୁଦସ୍ନା ଦିଗାଲ ,ସୌମ୍ୟ ରଞ୍ଜନ,ଓ ରୋଜାଲିନ ଦିଗାଲ ଏମାନେ ହେଉଛନ୍ତି ଗୋଟିଏ ମା ଗର୍ଭ ର ୪ ଭାଇ ଭଉଣୀ । ଏମାନଙ୍କ ଘର ଗୁମାଗଡ଼ ବାଡିସୁଗା ବୋଲି ଜଣାପଡିଛି । ଆଶିଷ ଦିଗାଲ ଓ ସୁଦସ୍ନା ଦିଗାଲ ଭାଇ ଭଉଣୀ ଦୁହିଁ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରୋଜାଲିନ ଦିଗାଲ ଓ ସୌମ୍ୟ ରଞ୍ଜନ ଦିଗାଲ ରାକେଶ ଦିଗାଲ ଙ୍କର ଅବସ୍ଥା ଗୁରୁତର ରହିଛି । ଅନ୍ୟ ଦୁଇ ଜଣ ମୃତ ବ୍ୟକ୍ତି ଙ୍କର ଘର ଶଙ୍କରାଖୋଲ ବୋଲି ଜଣା ପଡ଼ିଛି|ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏସ ଆଇ ଜୁଗଳ କିଶୋର ନାୟକ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇ ଏକ ଅପମୃତ ମାମଲା ରୁଜୁ କରିବା ସହ ଶବଗୁଡ଼ିକ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳାଇଥିବା ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଥିଲେ |

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଗୋହିରାଆପଦର ରେ ନୁଆଁଖାଇ ଭେଟଘାଟ କାର୍ଯକ୍ରମ

Sunil Chandra Nayak

ପିଡିଏସ୍ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚାମ୍ପାଅନସିପ୍-୨ ର ଫାଇନାଲରେ ପହଞ୍ଚିଛନ୍ତି ଉମରକୋଟର ଝିଅ ପାୟଲ

Sunil Chandra Nayak

ବସ ଚକ ତଳେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort