ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ଜନ୍ମୋତ୍ସବ ପାଳିତ

ରାଉରକେଲା/ ଛେଣ୍ଡ କଳିଙ୍ଗବିହାର ଉମାଶଙ୍କର ପୀଠ ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ଜୀଉଙ୍କର ଜନ୍ମୋତ୍ସବ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଅଛି। ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ସଂଘର ସଭାପତି ନିତାଇ ଚରଣ ନାୟକଙ୍କ ପୌରହିତ୍ୟ ତଥା କୋଷାଧ୍ୟକ୍ଷ ଘନଶ୍ୟାମ ପାଣିଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଳି ତଥା କେନ୍ଦ୍ରାପଡା ଅଂଚଳର ବହୁ ଭକ୍ତ ଏହି ଉତ୍ସବରେ ଯୋଗଦେଇ ଜୀଉଙ୍କ ପୁଜାର୍ଚ୍ଚନା କରିଥିଲେ। ପଣ୍ଡିତ ଭରତଚନ୍ଦ୍ର ତ୍ରିପାଠୀ ଓ ଦିଲ୍ଲୀପ କୁମାର ପଣ୍ଡା ପୁରୋହିତ କାର୍ଯ୍ୟ ସଂପନ୍ନ କରିଥିବା ବେଳେ କର୍ତ୍ତା ଭାବେ ଘନଶ୍ୟାମ ପାଣି ଓ ସୁଲତା ଷଡଙ୍ଗୀ ଦାୟିତ୍ୱ ନିର୍ବାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସଂପାଦକ ଭଂଜ କିଶୋର ଜେନା, ବ୍ରହ୍ମାନନ୍ଦ ବୋଇତି, ଦୈତାରୀ ଜେନା, ଅଶ୍ବିନୀ କୁମାର ବିଶ୍ବାଳ, ମଦନମୋହନ ରାଉତ, ସୁଦାମ ଚରଣ ସାହୁ, ବଳରାମ ସାହୁ, ଭଜରାମ ବାରିକ, ପାରେଶ୍ବର ଦାସ, ନଳିନୀ କାନ୍ତ ପଣ୍ଡା, ପ୍ରଫେସର ପାରେଶ୍ବର ବିଶ୍ବାଳ, ଅଧ୍ୟାପକ ବ୍ରଜେନ୍ଦ୍ର ମହାକୁଡ, ଦୀପକ କୁମାର ନାୟକ, ପ୍ରଫୁଲ୍ଲ ସୂତାର, ଅଶୋକ କୁମାର ଦାସ,କ୍ଷୀରୋଦ ଚନ୍ଦ୍ର ଜେନା, ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଏହି ଜନ୍ମୋତ୍ସବ କାର୍ଯ୍ୟକ୍ରମରେ ଅଂଚଳବାସୀଙ୍କ ମଧ୍ୟରେ ଭାବ ବିନିମୟ ସହ କରୋନା ମହାମାରୀ କବଳରୁ ପୃଥିବୀ ମୁକ୍ତ ହେଉ ବୋଲି ପ୍ରାର୍ଥନା କରାଯାଇଥିଲା। ଶେଷରେ ସାଧାରଣ ସଂପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ ।

Related posts

ଓଡିଆ ଭାଷା ବିକାଶ ମଞ୍ଚର ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

ଢେ଼ଙ୍କାନାଳ ରେ ବାଜି ରାଉତ ଫୁଟବଲ୍ କପ୍ ମ୍ୟାଚ୍ ଉଦ୍ଘାଟିତ

Sunil Chandra Nayak

ବନlଗ୍ନି ପ୍ରତିରୋଧକ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort