ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ ସାହିତ୍ୟ ସଂସଦର ଗୀତି କବିତା ଆସର

 

ଗୀତି କବିତା ସବୁ ପାଠକଙ୍କ ହୃଦୟରେ ସ୍ପନ୍ଦିତ ହୋଇଥାଏ …….

ରାଉରକେଲା/(  କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ)    ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତିକବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜୟଲକ୍ଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଓ ପ୍ରତାପ କୁମାର ରାୟ ସମ୍ମାନିତ ଅତିଥି,ଆଲୋଚକ ଭାବେ ସଂଗୀତଜ୍ଞ ଶରତଚନ୍ଦ୍ର ଧଳ ଓ ଅନ୍ୟତମ ଆଲୋଚିକା ଭାବେ ଉପସଭାପତି ରଶ୍ମିବାଳା ରାଉତରାୟ ଯୋଗଦେଇ ଗୀତି କବିତା ସଂପର୍କରେ ଆଲୋଚନା କରିଥିଲେ। ଥିଲେ। ଅତିଥି ମାନେ କହିଥିଲେଯେ ଗୀତିକବିତା ର ବିଷୟ ବିନ୍ୟାସ, ପଠନ ଶୈଳୀ, ଭାବ ବିଭବ ଓ ସାଂଗୀତିକତା ମନକୁ ପୁଲକିତ କରିଥାଏ ତଥା ସବୁସ୍ତରର ପାଠକର ହୃଦୟରେ ସ୍ପନ୍ଦିତ ହୋଇଥାଏ। ପ୍ରାରମ୍ଭରେ ସାଧାରଣ ସଂପାଦକ ଶ୍ରୀ ବିଶ୍ବାଳ ଅତିଥିଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ ଓ ଭାରତ ରତ୍ନ ଲତା ମଙ୍ଗେସକର ଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଡି.ବ୍ରହ୍ମାଙ୍କ ସଭାପତିତ୍ବ ତଥା ବରିଷ୍ଠ କବୟିତ୍ରୀ ବିଜୟିନୀ ଜେନା ଓ ଉର୍ବଶୀ ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ,ସ୍ନେହଲତା ପଟ୍ଟନାୟକ, ରଶ୍ମିବାଳା ରାଉତରାୟ, ନୃସିଂହ ଚରଣ ବିଶ୍ବାଳ,ବିଜୟଲକ୍ଷ୍ମୀ ପଟ୍ଟନାୟକ, ପ୍ରଭାତ ନଳିନୀ ସାହୁ, ସବିତା ବସ୍ତିଆ,ପ୍ରତାପ କୁମାର ରାୟ, ଶରତ କୁମାର ଧଳ,ପ୍ରକାଶ ଚନ୍ଦ୍ର ସେଠୀ, ବିଜୟ ସେନାପତି, ବିଷ୍ଣୁ ପ୍ରସାଦ ରଥ,ବିଜୟିନୀ ଜେନା, ଶ୍ବେତକୁମାର ବେହେରା, ସି.ବ୍ରହ୍ମା, ଉର୍ବଶୀ ଦାଶ ପ୍ରମୁଖ କବିତା ପାଠ କରିଥିଲେ। ସ୍ବର ଓ ଲୟରେ ଗାନ କରାଯାଇଥିବାରୁ ଗୀତିକବିତା ଗୁଡିକ ଏକ ସଂଗୀତମୟ ଓ ମଧୁରମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଆସରରେ ଶଙ୍କର ପ୍ରସାଦ ତ୍ରିପାଠୀ, କୁଞ୍ଜବିହାରୀ ରାଉତ, ଡଃ କିଶୋରୀ ଦାଶ, ସସ୍ମିତା ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ବଳରାମ ଦାସ,ବିକ୍ରମ ଆଚାର୍ଯ୍ୟ, ହରିହର ଶତପଥୀ, ଅର୍ଚ୍ଚନା ପାତ୍ର, ପ୍ରମୋଦ କୁମାର ସ୍ବାଇଁ, ବ୍ରଜବିହାରୀ ଦାଶ, ପଙ୍କଜ ପାତ୍ର, ନଳିନୀକାନ୍ତ ଧର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପ୍ରଭାତ ନଳିନୀ ସାହୁ ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ସୁକାନ୍ତ ଖଣ୍ଡା ଙ୍କ କବିତା ନିନ୍ଦା,ଭାଗ୍ଯ ଓ ନାଶ

ପାରିବାରିକ କଲହ କୁ କେନ୍ଦ୍ର କରି ଯୁବକ ଙ୍କୁ ଛୁରୀ ମାଡ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସ୍ବଭାବ କବି ଗଂଗାଧର୍‌ ମେହେର୍‌

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort